ETV Bharat / state

ଭାରତୀୟ ଜୀବନ ବୀମା ଅଭିକର୍ତ୍ତାଙ୍କ ଗଣଧାରଣା ୟୁଆରଏଲ - LIC dhenkanal

ଭାରତୀୟ ଜୀବନ ବୀମା ଢେଙ୍କାନାଳ ମଣ୍ଡଳ କାର୍ଯ୍ୟାଳୟରେ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ବ୍ୟବାହାରର ପ୍ରତିବାଦ କରିଛି ଅଭିକର୍ତା ସଂଘ । ଅଧିକ ପଢନ୍ତୁ..

ଭାରତୀୟ ଜୀବନ ବୀମା ଅଭିକର୍ତ୍ତାଙ୍କ ଗଣଧାରଣା
ଭାରତୀୟ ଜୀବନ ବୀମା ଅଭିକର୍ତ୍ତାଙ୍କ ଗଣଧାରଣା
author img

By

Published : Oct 30, 2020, 9:04 PM IST

Updated : Oct 30, 2020, 11:04 PM IST

ଢେଙ୍କାନାଳ: ଭାରତୀୟ ଜୀବନ ବୀମା ଢେଙ୍କାନାଳ ମଣ୍ଡଳ କାର୍ଯ୍ୟାଳୟ କମାଚାରୀଙ୍କ ଦୁର୍ବ୍ୟବହାରର ପ୍ରତିବାଦ । ଅଭିକର୍ତା ମାନଙ୍କ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଜାରି।

ଭାରତୀୟ ଜୀବନ ବୀମା ଅଭିକର୍ତ୍ତାଙ୍କ ଗଣଧାରଣା ୟୁଆରଏଲ

ଭାରତୀୟ ଜୀବନ ବୀମା ଢେଙ୍କାନାଳ ମଣ୍ଡଳ କାର୍ଯ୍ୟାଳୟରେ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ବ୍ୟବାହାରର ପ୍ରତିବାଦ କରିଛି ଅଭିକର୍ତା ସଂଘ । ଏପରିକି ଏହି ମଣ୍ଡଳ କାର୍ଯ୍ୟାଳୟ ଅନ୍ତର୍ଗତ କାର୍ଯ୍ୟ କରୁଥିବା ସମସ୍ତ ଏଜେଣ୍ଟ ବା ଅଭିକର୍ତ୍ତା ମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । କାର୍ଯ୍ୟ ବନ୍ଦ କରି ଢେଙ୍କାନାଳ ମଣ୍ଡଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ଏପରି ମନମୁଖୀ ବ୍ୟବହାର କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଛନ୍ତି ।

ତେବେ ତୁରନ୍ତ ପଦକ୍ଷେପ ନ ନେଲେ ଏହି ଆନ୍ଦୋଳନକୁ ଆହୁରୀ ଜୋରଦାର କରାଯିବ ବୋଲି ଅଭିକର୍ତ୍ତା ସଙ୍ଘର ସମ୍ପାଦକ ଚେତାବନୀ ଦେଇଛନ୍ତି ।

ଢେ଼ଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Oct 30, 2020, 11:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.