ETV Bharat / state

ବେଆଇନ ପଥର ଖାଦାନରେ ଚଢ଼ାଉ, ୫ ଟିପର ଜବତ

ଢେଙ୍କାନାଳ ଜିଲ୍ଲାରେ ବେଆଇନ ପଥର ଖାଦାନରେ ଚଢାଉ କରି 5 ଟିପର ଜବତ କରାଯାଇଛି । ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ରାଣୀବଣିଆରେ ଏହି ଚଢ଼ାଉ କରାଯାଇଥିଲା । ଅଧିକ ପଢନ୍ତୁ..

author img

By

Published : Sep 19, 2020, 5:03 PM IST

ବେଆଇନ ପଥର ଖାଦାନରେ ଚଢ଼ାଉ, ୫ଟି ଟିପର ଜବତ
ବେଆଇନ ପଥର ଖାଦାନରେ ଚଢ଼ାଉ, ୫ଟି ଟିପର ଜବତ

ଢେଙ୍କାନାଳ: କଳା ମୁଗୁନି ପଥର ଚୋରା ଚାଲାଣ । ଢେଙ୍କାନାଳ ଜିଲ୍ଲାରେ ବେଆଇନ ପଥର ଖାଦାନରେ ଚଢାଉ କରି 5 ଟିପର ଜବତ କରାଯାଇଛି । ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ରାଣୀବଣିଆରେ ଏହି ଚଢ଼ାଉ କରାଯାଇଥିଲା ।

ବେଆଇନ ପଥର ଖାଦାନରେ ଚଢ଼ାଉ, ୫ଟି ଟିପର ଜବତ

ଢେଙ୍କାନାଳର ଓଡପଡା ତହସିଲରେ ବେଆଇନ ପଥର ଖାଦାନ କରି ଶହ ଶହ ଟ୍ରିପ ଚୋରା କଳା ମୁଗୁନି ପଥର ଚାଲାଣ କରାଯାଉଛି । ଏ ନେଇ ଜଣାପଡିବା ପରେ ଉପଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ପଡା ତହସିଲ କର୍ମଚାରୀ ରାଣୀବଣିଆ ଅଞ୍ଚଳରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ରାଣୀ ବଣିଆରେ ଚାଲିଥିବା ଏକ ବେଆଇନ ପଥର ଖାଦାନରୁ ଚୋରା ଚାଲାଣ ହେଉଥିବା ୫ଟି ସ୍ପଲ ବୋଝେଇ ଟିପରକୁ ଜବତ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.