ETV Bharat / state

ଢେଙ୍କାନାଳରେ ପୁ୍ଣି ୬୭ କୋରୋନା ପଜିଟିଭ ଚିହ୍ନଟ - 67 more corona positive found in dhenkanal

ଶନିବାର ଢେଙ୍କାନାଳ ଜିଲ୍ଲାରେ ୬୭ ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଯାହା ଫଳରେ ଜିଲ୍ଲାରେ ସମୁଦାୟ ପଜିଟିଭ ସଂଖ୍ୟା ୨୪୬୫ରେ ପହଞ୍ଚି ସାରିଛି । ଅଧିକ ପଢନ୍ତୁ...

67 more corona positive found in dhenkanal
ଢେଙ୍କାନାଳରେ ପୁ୍ଣି ୬୭ କୋରୋନା ପଜିଟିଭ ଚିହ୍ନଟ
author img

By

Published : Sep 12, 2020, 5:09 PM IST

ଢେଙ୍କାନାଳ: ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ପୁଣି ୬୭ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେପଟେ ୫୦ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ତେବେ ଢେଙ୍କାନାଳ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪୬୫ରେ ପହଞ୍ଚିଛି ।

ଢେଙ୍କାନାଳରେ ପୁ୍ଣି ୬୭ କୋରୋନା ପଜିଟିଭ ଚିହ୍ନଟ

ଏମାନଙ୍କ ମଧ୍ୟରୁ ହୋମକ୍ବାରେଣ୍ଟାଇନରୁ ୪୫ଜଣ, ସ୍ଥାନୀୟ ସଂକ୍ରମଣର ୧୫, ଭୁବନେଶ୍ବର କଟକ ମେଡିକାଲରୁ ୭ଜଣ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ମ୍ୟୁନିସିପାଲଟିରୁ ୧୫, ଭୁବନ ଏନଏସିରୁ ୨, ଭୁବନରୁ ୬ ଜଣ, ଓଡାପଡା ୮, ସଦର ବ୍ଳକରୁ ୧୨, ଗଦିଁଆରୁ ୭, କାମାକ୍ଷାନଗର ଏନଏସିରୁ ୪, ପରଜଙ୍ଗ ଓ କାମାକ୍ଷାନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲ, ବିଭିନ୍ନ କୋଭିଡ ହେଲଥ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେମାନେ ରହୁଥିବା ଘର ଓ ଅଞ୍ଚଳକୁ ବିଶୋଧନ କରାଯାଇଛି ।

ସେପଟେ ଚିକିତ୍ସା ପରେ ୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ୨୪୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୯୪୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅବଶିଷ୍ଟ ୫୧୭ ଜଣ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.