ETV Bharat / state

ଏସସିବିରୁ ପୁଣି ଦୁଇ ଦଲାଲ ଗିରଫ

ପୁଣି ଗିରଫ ହେଲେ ଦୁଇ ଦଲାଲ । ଏସସିବି ମେଡିକାଲ କଲେଜ ପରିସସରରୁ ଗିରିଶ କୁମାର ମହାନ୍ତି ଓ ସୁବଳ ଚରଣ ଦାସ ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ଅଧିକ ପଢ଼ନ୍ତୁ...

author img

By

Published : Sep 30, 2019, 10:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: କମିଶନରେଟ ପୋଲିସ ପଞ୍ଝାରେ ପୁଣି ଦୁଇ ମେଡିକାଲ ଦଲାଲ। ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଦଲାଲ ମୁକ୍ତ ମେଡିକାଲ ଓ ଆରଟିଓ ଅଭିଯାନରେ ଯାହାକୁ ନେଇ ବେଶ ତତ୍ପର ହୋଇ ପଡିଛି କଟକ ପୋଲିସ । ସୋମବାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ପରିସରରୁ ଦୁଇ ଦଲାଲଙ୍କୁ ଗିରଫ କରିଛି ପୋଲିସ ।

ପୁଣି ଦୁଇ ଦଲାଲ ଗିରଫ

ଗିରଫ ହୋଇଥିବା ଦୁଇ ବ୍ୟକ୍ତିଙ୍କ ନାମ ଗିରିଶ କୁମାର ମହାନ୍ତି ଓ ସୁବଳ ଚରଣ ଦାସ । ଏମାନେ ପ୍ରାୟତଃ ମେଡିକାଲ ପରିସରରୁ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ଚାଲାଣ କରିଥାନ୍ତି । ରବିବାର ମଧ୍ୟ କଟକ କମିଶନରେଟ ପୋଲିସ କଡା ଆଭିମୁଖ୍ୟ ଦେଖାଇ ୫ ଦଲାଲଙ୍କୁ ଗିରଫ କରିଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ କମିଶନରେଟ ପଞ୍ଝା ରେ ଆଜି ପୁଣି ଦୁଇ ମେଡିକାଲ ଦଲାଲ। ଓଡିଶା ବ୍ୟାପି ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦଲାଲ ମୁକ୍ତ ମେଡିକାଲ ଓ ଆରଟିଓ ଅଭିଯାନ ରେ ବେଶ ତତ୍ପର ହୋଇ ଉଠିଛି କଟକ ପୋଲିସ। ଆଜି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ପରିସରରୁ ଗିରଫ ହୋଇଛନ୍ତି ଦୁଇ ଦଲାଲ ।ଦୁହିଁଙ୍କ ନାମ ଗିରିଷ କୁମାର ମହାନ୍ତି ଓ ସୁବଳ ଚରଣ ଦାସ। ଏମାନେ ପ୍ରାୟତଃ ମେଡିକାଲ ପରିସରରୁ ରୋଗୀ ବିଭିନ୍ନ ଘରୋଇ ହସ୍ପିଟାଲ ଗୁଡିକୁ ଚାଲାଣ କରିଥାନ୍ତି। ଗତ କାଲି ମଧ୍ୟ କଟକ କମିଶନରେଟ ପୋଲିସ କଡା ଆଭିମୁଖ୍ୟ ଦେଖାଇ ୫ ଦଲାଲ ଙ୍କୁ ଗିରଫ କରିଥିଲା।Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.