ETV Bharat / state

CAA ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ - CAA PROTEST

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲା ଛାତ୍ର କଂଗ୍ରେସ । କଟକରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

CAA PROTEST
CAAକୁ ବିରୋଧ କଲା ଛାତ୍ର କଂଗ୍ରେସ
author img

By

Published : Dec 20, 2019, 9:04 PM IST

କଟକ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଜଳୁଛି ଅଧା ଭାରତ । ଦେଶର ଅଧିକାଂଶ ସ୍ଥାନରେ ଏହି ଆଇନ ବିରୋଧରେ ବିକ୍ଷୋଭ, ପ୍ରତିବାଦ ଜାରି ରହିଛି । ଏପଟେ ଓଡିଶାରେ ମଧ୍ୟ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ରେଭେନ୍ସା ବିଶ୍ବବିଦ୍ୟାଳୟ ସାମ୍ନାରେ ଶତାଧିକ ଛାତ୍ରଛାତ୍ରୀ ନାଗରିକତା ଆଇନ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

CAAକୁ ବିରୋଧ କଲା ଛାତ୍ର କଂଗ୍ରେସ

କେନ୍ଦ୍ର ସରକାର ନିଜ ଇଚ୍ଛା ଅନୁସାରେ ଏପରି କାର୍ଯ୍ୟ କରିଛନ୍ତି । ଯାହା ଅଗଣତାନ୍ତ୍ରିକ । ରାତାରାତି ଏପରି ନିଷ୍ପତ୍ତି ନେଇ ସାରା ଦେଶରେ କେନ୍ଦ୍ର ସରକାର ନିଆଁ ଲଗାଇଛନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ତେବେ ଏହି ସଂଶୋଧିତ ଆଇନ ପ୍ରସଙ୍ଗରେ ରାଷ୍ଟ୍ରପତି ପୁଣି ହସ୍ତକ୍ଷେପ କରନ୍ତୁ । ଯାହାଦ୍ବାରା ଦେଶରେ ଶାନ୍ତି ଫେରିବ କହିଛି ଛାତ୍ର କଂଗ୍ରେସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ଗର୍ଜିଲା ଅଖିଳ ଭାରତୀୟ ଛାତ୍ର କଂଗ୍ରେସ । କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କଲା ଛାତ୍ର କଂଗ୍ରେସ । ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ନାରେ ଶତାଧିକ ଛାତ୍ରଛାତ୍ରୀ ଆଇନ ବିରୁଦ୍ଧରେ ରେ ନାରାବାଜି କରିବା ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ନାଗରିକ ସଂଶୋଧନ ଆଇନ
ବିରୋଧ ମଧ୍ୟ ପଦର୍ଶନ କରିଛନ୍ତି ।

ତେବେ କେନ୍ଦ୍ର ସରକାର ନିଜ ଇଚ୍ଛା ଅନୁସାରେ ଏପରି କାର୍ଯ୍ୟ କରିଛନ୍ତି । ଯାହା ଅଗଣତାନ୍ତ୍ରିକ । ରାତା ରାତି ଏପରି ନିଷ୍ପତି ନେଇ ସାରା ଦେଶ ରେ ନିଆଁ ଲଗାଇଛନ୍ତି କେନ୍ଦ୍ର ସରକାର । ତେବେ ଏହି ସଂଶୋଧିତ ଆଇନ ପ୍ରସଙ୍ଗ ରେ ରାଷ୍ଟ୍ରପତି ପୁଣି ହସ୍ତକ୍ଷେପ କରନ୍ତୁ । ଯାହାଦ୍ୱାରା ଦେଶ ରେ ଶାନ୍ତି ଫେରିବ ବୋଲି ଦାବି କରିଛି ଛାତ୍ର କଂଗ୍ରେସ ।

Body:ବାଇଟ: ବିପ୍ଳବ ଶିଳାଦିତ୍ୟ (ପୁର୍ବତନ ଜାତୀୟ ସମ୍ପାଦକ ଛାତ୍ର କଂଗ୍ରେସ )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.