ETV Bharat / state

ଇଦ-ଉଲ-ଜୁହା; ସକାଳ 10ଟା ଭିତରେ ସରିବ ନମାଜ ପାଠ

author img

By

Published : Aug 11, 2019, 8:34 PM IST

ଇଦ ଉଲ ଜୁହା ପର୍ବ ପାଇଁ କଟକରେ ସ୍ଥିର ହେଲା ନମାଜ ପାଠ ସମୟ । ଇଦଗାହ ପଡିଆରେ 10ଟା ସମୟରେ ସାମୁହିକ ନମାଜ ପାଠ ହେବ । ସୁରୁଖୁରରେ ଇଦ ଉଲ ଜୁହା ପର୍ବ ପାଳନ ହେବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ରାତି ପାହିଲେ ଇଦ ଉଲ ଜୁହା ପର୍ବ । ଇଦକୁ ନେଇ କଟକରେ ସମସ୍ତ ମସଜିଦରେ ପ୍ରସ୍ତୁତି ଶେଷ ହୋଇଛି । ଏହା ଆସନ୍ତା କାଲିଠୁ ଆରମ୍ଭ ହୋଇ ବୁଧବାର ପର୍ଯ୍ୟନ୍ତ ଚାଲିବ । ଏନେଇ ସିଲଭର ସିଟିର ସମସ୍ତ ମସଜିଦରେ ସାମୁହିକ ନମାଜ ପାଇଁ ସମୟ ନିର୍ଧାରିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଇଦଗାହ ପଡିଆରେ 10ଟା ସମୟରେ ସାମୁହିକ ନମାଜ ପାଠ ହେବାର ସ୍ଥିର ହୋଇଛି । ସେହିପରି କଦମ ଏ ରସୁଲରେ ସାମୁହିକ ନମାଜ ସକାଳ 7.30 ଓ 8.30ରେ ପାଠ ଅନୁଷ୍ଠିତ ହେବ ।

ଅନ୍ୟପକ୍ଷେ ଏହି ବଡ଼ ପର୍ବ ପାଇଁ କମିଶନରେଟ ପୋଲିସର ସୁରକ୍ଷା ବଳୟ ମଧ୍ୟରେ ରହିଛି କଟକ ସହର । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ସୁରୁଖୁରରେ ଇଦ ଉଲ ଜୁହା ପର୍ବ ପାଳନ ହେବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ରାତି ପାହିଲେ ଇଦ ଉଲ ଜୁହା ପର୍ବ । ଯାହାକୁ ନେଇ କଟକ ରେ ସମସ୍ତ ମସଜିଦ ରେ ପ୍ରସ୍ତୁତି ଶେଷ ହୋଇଛି । ଏହା ଆସନ୍ତା କାଲିଠୁ ଆରମ୍ଭ ହୋଇ ବୁଧୁବାର ପର୍ଯ୍ୟନ୍ତ ଚାଲିବ । ତେବେ କେଉଁ ସମୟ ରେ ସାମୁହିକ ନମାଜ ପାଠ ସମ୍ପର୍ଣ୍ଣ ହେବ ସେନେଇ ସ୍ଥିର ହୋଇଛି ସମୟ ।

ଇଦଗାହ ପଡିଆ ରେ 10 ଟା ସମୟରେ ସାମୁହିକ ନମାଜ ପାଠ ହେବାର ସ୍ଥିର ହୋଇଛି । ସେହିପରି କଦମ ଏ ରସୁଲ ରେ ସାମୁହିକ ନମାଜ ସକାଳ 7.30 ଓ 8.30 ରେ ସମୁହ ନମାଜ ପାଠ କରାଯିବ । ଏହିପରି ଭାବରେ ସିଲଭରସିଟି ସମସ୍ତ ମସଜିଦ ରେ ସାମୁହିକ ନମାଜ ପାଇଁ ସମୟ ନିର୍ଧାରିତ ହୋଇଛି ।

ଅନ୍ୟପଟେ ଏହି ବଡ଼ ପର୍ବ ପାଇଁ କମିଶନରେଟ ପୋଲିସ ନିର୍ମାଣ କରିଛି ସୁରକ୍ଷା ବଳୟ । ଯେପରି କୌଣସି ପ୍ରକାର ଅଘଟଣ ଘଟେ ସେ ଦିଗରେ ସଜାଗ ରହିଛନ୍ତି ମାଳ ମାଳ ପୋଲିସ । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ସୁରୁଖୁର ରେ ଇଦ ଉଲ ଜୁହା ପର୍ବ ସମାପ୍ତ ହେବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ।
Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.