କଟକ: ଚାଉଳିଆଗଞ୍ଜ ଗତିରାଉତପାଟଣା ନିକଟରେ ସଡ଼କ ଦୁର୍ଘଟଣା। ବସ ଓ ଅଟୋ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଓ 3 ଗୁରୁତର । ତେବେ ସମସ୍ତ ଗୁରୁତରଙ୍କୁ ଏସିବିରେ ଭର୍ତ୍ତି କରାଯାଇଛି । ବସଟି ଜଗତସିଂହପୁର ଯାଉଥିଲା ବେଳେ ଅଟୋ ସହ ଧକ୍କା ହୋଇଥିଲା।
ଅନ୍ୟପଟେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କଟକରୁ ପ୍ରଭୁକଲ୍ଯାଣ ପାଲ, ଇଟିଭି ଭାରତ