ETV Bharat / state

କନ୍ଦଳ ନଦୀରୁ ବିରଳ ଶାଙ୍କୁଚ ଉଦ୍ଧାର

କନ୍ଦଳ ନଦୀରୁ 3 କ୍ବିଣ୍ଟାଲର ବିରଳ ପ୍ରଜାତିର ଶାଙ୍କୁଚ ମାଛ ଉଦ୍ଧାର ହୋଇଛି । ଉଦ୍ଧାର ଏହି ଶାଙ୍କୁଚ ମାଛର ଓଜନ ପାଖାପାଖି 3 କ୍ବିଣ୍ଟାଲ ହେବ ।

Rare fish rescue in kanadala river
କନ୍ଦଳ ନଦୀରୁ 3 କ୍ବିଣ୍ଟାଲର ବିରଳ ପ୍ରଜାତିର ସାଙ୍କୁଚ ମାଛ ଉଦ୍ଧାର
author img

By

Published : Dec 13, 2019, 11:41 PM IST

କଟକ: ନିଆଳି ବ୍ଲକ କୁଣ୍ଡିମ ବିଳାଶୁଣୀ ନିକଟ କନ୍ଦଳ ନଦୀରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । 13 ଫୁଟ ଲମ୍ବର ଓ 7 ଫୁଟ ଚଉଡା ଏହି ବିରଳ ପ୍ରଜାତିର ମାଛକୁ ଶାଙ୍କୁଚ ବୋଲି କୁହାଯାଉଛି । ଉଦ୍ଧାର ଏହି ମାଛର ଓଜନ ପାଖାପାଖି 3 କ୍ବିଣ୍ଟାଲ ହେବ ।

Rare fish rescue in kanadala river
କନ୍ଦଳ ନଦୀରୁ 3 କ୍ବିଣ୍ଟାଲର ବିରଳ ପ୍ରଜାତିର ସାଙ୍କୁଚ ମାଛ ଉଦ୍ଧାର

ସୂଚନାନୁସାରେ, ମାଛ ଧରାଳିମାନେ ନଦୀରେ ମାଛ ଧରୁଥିବା ସମୟରେ ଏକ ବିରଳ ପ୍ରଜାତିର ମାଛକୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକ ଓ ମାଛ ଧରାଳି ମାନେ ଘଟଣା ସମ୍ପର୍କରେ ବନବିଭାଗକୁ ଜଣାଇବା ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଶାଙ୍କୁଚକୁ ଉଦ୍ଧାର କରିଛି । ସେପଟେ ପ୍ରାଣୀଚିକିତ୍ସା ଅଧିକାରୀଙ୍କ ଦ୍ବାରା ଶାଙ୍କୁଚର ସ୍ବାସ୍ଥ୍ୟବସ୍ଥା ଦେଖିବା ପରେ ତାର ସ୍ବାସ୍ଥ୍ୟ ଭଲ ଥିବା ଜଣାପଡ଼ିଛି । ଏହା ପରେ ମାଛଟିକୁ କନ୍ଦଳ ନଦୀର ଗଭୀର ଜଳରେ ବନବିଭାଗ ଛାଡିଛି ।

ତେବେ ଏତେ ବଡ ଶାଙ୍କୁଚ ମହାନଦୀକୁ କିଭଳି ଏବଂ କେଉଁଠୁ ଆସିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହା ମଧୁରଜଳର ଶାଙ୍କୁଚ ବୋଲି ବନବିଭାଗ କର୍ମଚାରୀ ଅନୁମାନ କରୁଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଜିଲ୍ଲା ନିଆଳି ବ୍ଲକ କୁଣ୍ଡିମ ବିଳାଶୁଣୀ ନିକଟ କନ୍ଦଳ ନଦୀ ରେ ମାଛଧରାଳି ମାନେ ନଦୀରେ ମାଛ ଧରୁଥିବା ସମୟରେ ଏକ ବିରଳ ପ୍ରଜାତିର ସାଙ୍କୁଚ ଉଦ୍ଧାର ହୋଇଛି। ଯାହାର ଓଜନ ପାଖାପାଖି ୩ କ୍ବିଣ୍ଟାଲ ଲମ୍ବ ୧୩ ଫୁଟ ଓ ଚଉଡା ୭ ଫୁଟ ହେବ ବୋଲି ଜଣାପଡିଛି। ସ୍ଥାନୀୟ ଲୋକ ଓ ମଛ ଧରାଳି ମାନେ ଘଟଣା ସମ୍ପର୍କରେ ବନବିଭାଗ କୁ ଜଣାଇବା ପରେ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାଙ୍କୁଚ କୁ ଉଦ୍ଧାର କରିଥିଲେ।ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ଦ୍ବାରା ସାଁକୁଚଟିର ସ୍ବାସ୍ଥ୍ୟବସ୍ଥା ଦେଖିବା ପରେ ତାହାର ସ୍ବାସ୍ଥ୍ୟ ଭଲ ଥିବା ଜଣା ପଡ଼ିଥିଲା। ପରେ ତାକୁ କନ୍ଦଳ ନଦୀର ଗଭୀର ଜଳରେ ବନବିଭାଗ ଛାଡିଛି । ତେବେ ଏତେବଡ ସାଙ୍କୁଚ ମହାନଦୀ କୁ କିଭଳି ଏବଂ କେଉଁଠୁ ଆସିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।ତେବେ ଏହା ମଧୁରଜଳର ସାଙ୍କୁଚ ବୋଲି ବନବିଭାଗ କର୍ମଚାରୀ ଅନୁମାନ କରୁଛନ୍ତି ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.