ETV Bharat / state

ବିଜୁଳି ଦର ବୃଦ୍ଧିକୁ ନେଇ ତେଜୁଛି ଆନ୍ଦୋଳନ

author img

By

Published : Mar 31, 2021, 3:25 PM IST

ଥମିବାରେ ନାଁ ନେଉନି ବର୍ଦ୍ଧିତ ବିଜୁଳି ଦର ପ୍ରତିବାଦ । ଯେବେଠୁ ସରକାରୀ ସ୍ତରରେ ବିଜୁଳି ବିଲ ବଢିବା ଖବର ଆସିଛି ସେବେଠୁ ତେଜୁଛି ଆନ୍ଦୋଳନ । ତେବେ ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ବିଜୁଳି ଦର ବୃଦ୍ଧିକୁ ନେଇ ତେଜୁଛି ଆନ୍ଦୋଳନ
ବିଜୁଳି ଦର ବୃଦ୍ଧିକୁ ନେଇ ତେଜୁଛି ଆନ୍ଦୋଳନ

କଟକ: ଥମିବାରେ ନାଁ ନେଉନି ବର୍ଦ୍ଧିତ ବିଜୁଳି ଦର ପ୍ରତିବାଦ । ଯେବେଠୁ ସରକାରୀ ସ୍ତରରେ ବିଜୁଳି ବିଲ ବଢିବା ଖବର ଆସିଛି ସେବେଠୁ ତେଜୁଛି ଆନ୍ଦୋଳନ। ତେବେ ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଜୁଳି ଦର ବୃଦ୍ଧିକୁ ନେଇ ତେଜୁଛି ଆନ୍ଦୋଳନ

ବର୍ଦ୍ଧିତ ବିଜୁଳି ଦର ଉପରେ ରୋକ ଲଗାଇବା ପାଇଁ ଆଜି ରାସ୍ତାକୁ ଓହ୍ଲାଇଛି ମୋର୍ଚ୍ଚା । ରାଜ୍ୟ ସରକାରଙ୍କ ଏହି ନୀତି ସମ୍ପୂର୍ଣ୍ଣ ରୂପେ ଜନ ବିରୋଧୀ ବୋଲି ସ୍ପଷ୍ଟ କରିଛି ଯୁବ ମୋର୍ଚ୍ଚା । ତେବେ ଆଗାମୀ ଦିନରେ ଏହି ବର୍ଦ୍ଧିତ ବିଜୁଳି ଦର ଉପରେ ଯଦି ରୋକ ନଲାଗେ ତେବେ ଏହି ଆନ୍ଦୋଳନ ଭୟଙ୍କର ରୂପ ନେବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.