ETV Bharat / state

ବାଲିଯାତ୍ରା ବନ୍ଦ, ନିରାଶ ହେବେନି ବ୍ୟବସାୟୀ !

author img

By

Published : Nov 21, 2020, 4:55 PM IST

ଚଳିତ ବର୍ଷ ହେବନି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । ଚିନ୍ତାରେ ବ୍ୟବସାୟୀ । ଅଧିକ ପଢନ୍ତୁ....

ହେବନି ବାଲିଯାତ୍ରା, ନିରାଶ ହେବେନି ବ୍ୟବସାୟୀ
ହେବନି ବାଲିଯାତ୍ରା, ନିରାଶ ହେବେନି ବ୍ୟବସାୟୀ

କଟକ: ଚଳିତବର୍ଷ ହେବନି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । କୋଭିଡ ଯୋଗୁ ଏହି ସର୍ବବୃହତ ବାଣିଜ୍ୟିକ ମେଳାର ଆୟୋଜନ ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । ତେବେ ବାଲିଯାତ୍ରାରେ ଯେଉଁ ବ୍ୟବସାୟୀ ମାନେ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରୁଥିଲେ ଏଥର ସେମାନେ ବେସାହାରା ।

ହେବନି ବାଲିଯାତ୍ରା, ନିରାଶ ହେବେନି ବ୍ୟବସାୟୀ

ବାଲିଯାତ୍ରାକୁ ବ୍ୟବସାୟୀମାନେ ବର୍ଷ ସାରା ଅପୋକ୍ଷା କରିଥାନ୍ତି । ଭଲ ବେପାର କରି ଦୁଇ ପଇସା ଲାଭ ବି କରନ୍ତି । ତେବେ ଚଳିତ ବର୍ଷ କୋରୋନା କାୟା ଯୋଗୁଁ ବାଲିଯାତ୍ରା ବନ୍ଦ । ତେବେ ଏହି ବ୍ୟବସାୟୀ ମାନେ କିପରି ସହାୟତା ପାଇପାରିବେ ସେନେଇ ପ୍ରଶାସନରେ ଥିବା ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଲ୍ଲାପାଳ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.