ETV Bharat / state

ରୋଚକ ମୋଡରେ କଟକ ସିରିଜ ମର୍ଡର, କୋର୍ଟରେ ପୁଣି ଏକ ମାମଲା - ଜେଏଏଫସି ସିଟି କୋର୍ଟ

କଟକ ସିରିଜ ମର୍ଡର କେସ ନେଲା ନୂଆ ମୋଡ । ଜେଏଏଫସି ସିଟି କୋର୍ଟ ରେ ପୁଣି ଏକ ମାମଲା ଦାଏର କଲେ ଅଭିଯୁକ୍ତ ନାରାୟଣଙ୍କ ପତ୍ନୀ । ସିବିଆଇ ତଦନ୍ତ ପାଇଁ ଦାବି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 8, 2019, 11:31 PM IST

କଟକ: ଜେଏଏଫସି ସିଟି କୋର୍ଟରେ ପୁଣି ଏକ ମାମଲା ଦାଏର ହୋଇଛି । ରୋଚକ ମୋଡରେ କଟକ ସିରିଜ ମର୍ଡର ମାମଲା । ସିବିଆଇ ତଦନ୍ତ ପାଇଁ ମାମଲା ଦାୟର କଲେ ନାରାୟଣ ସାହୁଙ୍କ ପତ୍ନୀ ଗୀତାଞ୍ଜଳି ସାହୁ ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ଖୋଲୁଛି ସତ୍ୟର ପେଡି । ଯେତେବେଳେ କଟକରେ ଗୋଟିଏ ପରେ ଗୋଟିଏ ମର୍ଡର ହେଉଥିଲା ସେତେବେଳେ ନାରାୟଣ ସାହୁ ଗାଁରେ ଥିବା ନେଇ କହିଛନ୍ତି ପତ୍ନୀ ଗୀତାଞ୍ଜଳି । ସ୍ୱାମୀକୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଆଜି ପୁନଃ ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି ନାରାୟଣଙ୍କ ପତ୍ନୀ ଗୀତାଞ୍ଜଳି ସାହୁ । ଏହା ସହିତ ହାତରେ ରହିଛି ସିସିଟିଭି ପ୍ରମାଣ । ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଜେଏମଏଫସି କୋର୍ଟରେ ଆବେଦନ କରିଛନ୍ତି ଗୀତାଞ୍ଜଳି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଜେଏଏଫସି ସିଟି କୋର୍ଟ ରେ ପୁଣି ଏକ ମାମଲା ଦାୟାର ।
ସିବିଆଇ ତଦନ୍ତ ପାଇଁ ମାମଲା ଦାୟର କଲେ ନାରାୟଣ ସାହୁ ଙ୍କ ପତ୍ନୀ ଗୀତାଞ୍ଜଳି ସାହୁ । ତେବେ ରୋଚକ ମୋଡରେ କଟକ ସିରିଜ ମର୍ଡର ମାମଲା।

ଖୋଲୁଛି ସତ୍ୟ ର ପେଡି । ଯେତେବେଳେ କଟକ ରେ ମର୍ଡର ହେଉଥିଲା ସେତେବେଳେ ନାରାୟଣ ସାହୁ ଗାଁ ରେ ଥିବା ନେଇ କହିଛନ୍ତି ପତ୍ନୀ ଗୀତାଞ୍ଜଳି । ସ୍ୱାମୀ କୁ ନ୍ୟାୟ ଦେବା ଉଦ୍ଧେଶ୍ୟରେ ଆଜି ପୁନଃ ଜେଏମଏଫସି କୋର୍ଟ ରେ ହାଜର ହୋଇଛନ୍ତି ନାରାୟଣ ଙ୍କ ପତ୍ନୀ ଗୀତାଞ୍ଜଳି ସାହୁ । ଏହି ମାମଲା କୁ ସିବିଆଇ କୁ ହସ୍ତାନ୍ତର କରାଯାଉ ବୋଲି ଜେଏମଏଫସି କୋର୍ଟ ରେ ଆବେଦନ କରିଛନ୍ତି ଗୀତାଞ୍ଜଳି ସାହୁ ।

Body:ଯେତେବେଳେ କଟକ ରେ ମର୍ଡର ହେଉଥିଲା ସେତେବେଳେ ନାରାୟଣ ସାହୁ ଗାଁ ରେ ଥିଲେ ବୋଲି କହିଛନ୍ତି ସେ । ଏହାସହିତ ହାତରେ ରହିଛି ସିସିଟିଭି ପ୍ରମାଣ ମଧ୍ୟ ରହିଛି । କେଉଁ ଆଧାର ରେ ପୋଲିସ ତାଙ୍କୁ ଗିରଫ କରିଛି ତାହାର ଉତ୍ତର କିଏ ଦେବ ।

ବାଇଟ:ଗୀତାଞ୍ଜଳି ସାହୁ( ନାରାୟଣଙ୍କ ପତ୍ନୀ)
ବାଇଟ: ବ୍ୟୋମକେଶ ତ୍ରିପାଠୀ( ଓକିଲ )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.