ETV Bharat / state

ଜଗା କାଳିଆ ଚିକିତ୍ସା ଅବହେଳା ଗୁମର: ସୁସ୍ଥ ଅଛି, ଚିକିତ୍ସା ଚାଲିଛି କହିଲେ ଏସସିବି ଡାକ୍ତର - କାଳିଆ ସୁସ୍ଥ ଅଛି

ଜଗା କାଳିଆଙ୍କ ଚିକିତ୍ସା ଅବହେଳାକୁ ନେଇ ଉଠିଲା ଗୁମର । ଯାହାର ସିଧାସଳଖ ପ୍ରତିକ୍ରିୟା ରଖିଛନ୍ତି କଟକ ଏସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ଅଧିକ ପଢନ୍ତୁ...

kalia health treatment is well said by ctc scb
କାଳିଆ ସୁସ୍ଥ ଅଛି, ଚିକିତ୍ସା ମଧ୍ୟ ଜାରି ରହିଛି
author img

By

Published : Nov 13, 2020, 3:54 PM IST

କଟକ: ଜଗା କାଳିଆଙ୍କ ଚିକିତ୍ସା ଅବହେଳାକୁ ନେଇ ଉଠିଲା ଗୁମର । ଯାହାର ସିଧାସଳଖ ପ୍ରତିକ୍ରିୟା ରଖିଛନ୍ତି କଟକ ଏସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।

କାଳିଆ ସୁସ୍ଥ ଅଛି, ଚିକିତ୍ସା ମଧ୍ୟ ଜାରି ରହିଛି

କାଳିଆ ପୂର୍ବ ଅପେକ୍ଷା ସୁସ୍ଥ ଅଛି । ଭେଣ୍ଟିଲେଟର ଓ ଅକ୍ସିଜେନର ମଧ୍ୟ ଆବଶ୍ୟକତା ପଡୁନି । ତେବେ ସେ ଏମ୍ସରୁ ଫେରିବା ପରେ ସମ୍ପୂର୍ଣ୍ଣ ବିପଦ ଜୋନରେ ଥିଲା । ଯାହାର ସଫଳ ମୁକାବିଲା ହୋଇଛି । କାଳିଆ ପୂର୍ବ ଅପେକ୍ଷା ଭଲ ହେବାରେ ଲାଗିଛି ।

ଅନ୍ୟପଟେ ରହିଲା ପଢିବା ଏବଂ ସ୍କୁଲକୁ ଯିବା କଥା ଉଭୟଙ୍କ ଅପରେସନ ପରେ ଖପୁରୀ ପ୍ରତ୍ୟାରୋପଣ ହେବା କଥା ଚିନ୍ତା କରାଯାଇଛି । ତେବେ ବର୍ତ୍ତମାନ ସମୟରେ ପଢିବା କଥା ପ୍ରଶ୍ନ ବି ଉଠୁନି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.