ETV Bharat / state

ମାହାଙ୍ଗା ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ 10 ବର୍ଷ ଜେଲ, 10 ହଜାର ଜୋରିମାନା

ମାହାଙ୍ଗା ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲା ପ୍ରମୋଦ ବାରିକ । ଏହି ମାମଲାରେ ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଅଧିକ ପଢ଼ନ୍ତୁ...

ମାହାଙ୍ଗା ନାବାଳିକା ଦୁଷ୍କର୍ମ ମମାଲାରେ ଦୋଷୀ କୁ 10 ବର୍ଷ ଜେଲ, 10 ହଜାର ଜୋରିମାନା

author img

By

Published : Sep 1, 2021, 10:23 AM IST

Updated : Sep 1, 2021, 1:48 PM IST

କଟକ: ମାହାଙ୍ଗା ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲା ପ୍ରମୋଦ ବାରିକ । ଏହି ମାମଲାରେ ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ହେବ ଦୋଷୀ । ଏହି ଦଣ୍ଡାଦେଶ ଶୁଣାଇଛନ୍ତି କଟକ ପକ୍ସୋ ଅଦାଲତ ।

ମାହାଙ୍ଗା ନାବାଳିକା ଦୁଷ୍କର୍ମ ମମାଲାରେ ଦୋଷୀ କୁ 10 ବର୍ଷ ଜେଲ, 10 ହଜାର ଜୋରିମାନା

୨୦୧୭ ମସିହା ଏପ୍ରିଲ ୧୧ ତାରିଖରେ ମାହାଙ୍ଗା ଥାନା ଅଞ୍ଚଳରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲା ପ୍ରମୋଦ ବାରିକ । ମାହାଙ୍ଗା ଥାନା ଅଞ୍ଚଳରେ ମେଳଣ ଚାଲିଥିବାବେଳେ ଅଭିଯୁକ୍ତ ଜଣକ ନାବାଳିକାକୁ ଉଠାଇ ନେଇ ଏକ ମଶାଣିରେ ଦୁଷ୍କର୍ମ କରିଥିଲା । ଏହାକୁ ନେଇ ନାବାଳିକା ଜଣକ ନିଜ ପରିବାରରେ ଜଣାଇବାରେ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ ।

ପୋଲିସ ଏହି ମାମଲାର ତଦନ୍ତ କରି ପ୍ରମାଣ ଯୋଗାଡ଼ କରିଥିଲା । ଆଜି ସମସ୍ତ ପ୍ରମାଣ ଓ ୧୬ ଜଣଙ୍କ ସାକ୍ଷ୍ୟ ଆଧାରରେ ଦୋଶୀ ପ୍ରମୋଦ ବାରିକକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଓ ୧୦ ହଜରା ଟଙ୍କା ଜୋରିମାନା କରିଛନ୍ତି କଟକ ପକ୍ସୋ ଅଦାଲତ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 1, 2021, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.