ETV Bharat / state

ଚିଟଫଣ୍ଡ ଠକେଇ: ମାଇକ୍ରୋ ଫାଇନାନ୍ସ ମ୍ୟାନେଜରଙ୍କୁ ୫ ବର୍ଷ ଜେଲଦଣ୍ଡ

author img

By

Published : Dec 24, 2019, 7:50 AM IST

ସ୍ବତନ୍ତ୍ର ଚିଟଫଣ୍ଡ ଅଦାଲତ ଦ୍ବାରା ମାଇକ୍ରୋ ଫାଇନାନ୍ସ ମ୍ୟାନେଜର ଅମୀୟ ମହାନ୍ତିଙ୍କୁ ୫ ବର୍ଷ ଜେଲଦଣ୍ଡ ସହ 1ଲକ୍ଷ ଟଙ୍କାର ଜୋରିମାନା କରାଯାଇଛି ।

ମାଇକ୍ରୋ ଫାଇନାନ୍ସ ମ୍ୟାନେଜରଙ୍କୁ ୫ ବର୍ଷ ଜେଲଦଣ୍ଡ
ଫାଇଲ ଫଟୋ

କଟକ: ଚିଟଫଣ୍ଡ ଠକାମୀରେ ସଂପୃକ୍ତ ଅମୀୟ ମହାନ୍ତିଙ୍କୁ ୫ ବର୍ଷ ଜେଲଦଣ୍ଡ ସହ ଏକ ଲକ୍ଷ ଟଙ୍କାର ଜୋରିମାନା ଦଣ୍ଡ ଶୁଣାଇଛନ୍ତି ସ୍ବତନ୍ତ୍ର ଚିଟଫଣ୍ଡ ଅଦାଲତ । ଏହା ସହ ଜୋରିମାନା ଅର୍ଥରୁ 20 ହଜାର ଲେଖାଏଁ 4 ଜଣ ସାକ୍ଷୀଙ୍କୁ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେ ମାଇକ୍ରୋ ଫାଇନାନ୍ସ ଶାଖା ପରିଚାଳକ ରହିଥିବା ବେଳେ ତାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା ।

ଶାଖା ପରିଚାଳକ ଅମୀୟ ମହାନ୍ତି ତାଙ୍କ ଏଜେଣ୍ଟ ମାନଙ୍କ ଦ୍ବାରା ସାଧାରଣ ଲୋକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିଲେ । ୨୦୧୪ ମସିହାରେ କ୍ଷତିଗ୍ରସ୍ତମାନେ ରଘୁନାଥପୁର ଥାନାରେ ଅମୀୟଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ଏହାପରେ ସ୍ବତନ୍ତ୍ର ଅଦାଲତ ଏହାର ଶୁଣାଣୀ କରି ସୋମବାର ଏହି ରାୟ ପ୍ରଦାନ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଚିଟଫଣ୍ଡ ଠକକୁ ୫ ବର୍ଷ ଜେଲ ଦଣ୍ଡ ସହ ଏକ ଲକ୍ଷ ଟଙ୍କାର ଜରିମାନା ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ।ମାଇକ୍ରୋ ଫାଇନାନ୍ସ ରଘୁନାଥପୁର ଶାଖା ପରିଚାଳକ ଅମୀୟ ମହାନ୍ତି ଙ୍କ ବିରୋଧରେ ଏହି ରାୟ ଶୁଣାଇଛନ୍ତି ଅଦାଲତ।ଜରିମାନାରୁ ୨୦ ହଜାର ଟଙ୍କା ଲେଖାଏଁ ୪ ଜଣ ସାକ୍ଷ୍ୟ ଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଶାଖା ପରିଚାଳକ ଅମୀୟ ମହାନ୍ତି ତାଙ୍କ ଏଜେଣ୍ଟ ମାନଙ୍କ ଦ୍ୱାରା ସାଧାରଣ ଲୋକ ମାନଙ୍କ ପାଖକୁ ଯାଇ ପ୍ରଲୋଭିତ କରି ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ।ତେବେ ଠକେଇର ଶିକାର ହେବାପରେ ୨୦୧୪ ମସିହାରେ ରଘୁନାଥପୁର ଥାନାରେ ଲୋକମାନେ ଏତଲା ଦେଇଥିଲେ ।ତେବେ ସ୍ୱତନ୍ତ୍ର ଅଦାଲତ ଏହାକୁ ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.