ETV Bharat / state

ବସ୍ତି ଉଚ୍ଛେଦକୁ ବିରୋଧ କରି ମାନବ ଶୃଙ୍ଖଳ - ବସ୍ତି ଉଚ୍ଛେଦକୁ ନେଇ ମାନବ ଶୃଙ୍ଖଳା ଦ୍ବାରା ପ୍ରତିବାଦ

ଶୁକ୍ରବାର ଶତାଧିକ ମହିଳା ମାନବ ଶୃଙ୍ଖଳ କରି ବସ୍ତି ଉଚ୍ଛେଦକୁ ବିରୋଧ କରିଛନ୍ତି। ବିକଳ୍ପ ସରକାରୀ ବାସ ବ୍ୟବସ୍ଥା ନହେବା ଯାଏଁ ଘର ଛାଡିବେ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଅଧିକ ପଢନ୍ତୁ...

basti evication protest in cuttack
ବସ୍ତି ଉଚ୍ଛେଦକୁ ନେଇ ମାନବ ଶୃଙ୍ଖଳା ଦ୍ବାରା ପ୍ରତିବାଦ
author img

By

Published : Jan 31, 2020, 11:20 PM IST

କଟକ: ବସ୍ତି ଉଚ୍ଛେଦକୁ ବିରୋଧ । ଶୁକ୍ରବାର ଶତାଧିକ ମହିଳା ମାନବ ଶୃଙ୍ଖଳ କରି ଏହାର ପ୍ରତିବାଦ କରିଛନ୍ତି । ବିକଳ୍ପ ସରକାରୀ ବାସ ବ୍ୟବସ୍ଥା ନହେବା ଯାଏଁ ଘର ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ବସ୍ତି ଉଚ୍ଛେଦକୁ ନେଇ ମାନବ ଶୃଙ୍ଖଳା ଦ୍ବାରା ପ୍ରତିବାଦ

କଟକ ସହରରେ ଶହ ଶହ ଘର ଏକାସାଙ୍ଗରେ ଭଡାରେ ମିଳିବା ସମ୍ଭବପର ନୁହେଁ । ଯେଉଁଠି ବି ଭଡା ଘର ମିଳୁଛି, ତାହା ସରକାରୀ ବାସଗୃହ ଭତ୍ତାର ତିନିଗୁଣ ଅଧିକ । ସେହିପରି ନୂତନ ଗୃହ ହେବା ଦ୍ବାରା ଠିକଣା ପରିବର୍ତ୍ତନ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।

ସେହିପରି କଟକ ଜଗତପୁର ଅଞ୍ଚଳରେ ଯେଉଁ ଜମି ଯୋଗାଇ ଦିଆଯିବ ତାହା ମଶାଣି ଅଞ୍ଚଳରେ । ସେଠି ରହିବା ସମ୍ଭବପର ନୁହେଁ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ତେବେ ବିକଳ୍ପ ବ୍ୟବସ୍ଥା ନକରି ଉଚ୍ଛେଦ ପ୍ରକ୍ରିୟା କଲେ ଏହାକୁ ଜୋରଦାର ବିରୋଧ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବସ୍ତି ଉଛେଦ କୁ ବିରୋଧ।ଆଜି ଶତାଧିକ ମହିଳା ମାନବ ଶୃଙ୍ଖଳ ଦ୍ୱାରା ପ୍ରତିବାଦ କରିଛନ୍ତି।ବିକଳ୍ପ ସରକାରୀ ବାସ ବ୍ୟବସ୍ଥା ନହେବା ଯାଏ ଘର ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।କଟକ ସହରରେ ଶହ ଶହ ଘର ଏକାସାଙ୍ଗରେ ଭଡାରେ ମିଳିବା ସମ୍ଭବପର ନୁହେଁ।ଯେଉଁଠି ବି ଭଡା ଘର ମିଳୁଛି,ତାହା ସରକାରୀ ବାସଗୃହ ଭତ୍ତାର ତିନିଗୁଣ ଅଧିକ।ସେହିପରି ନୂତନ ଗୃହ ହେବାଦ୍ୱାରା ଠିକଣା ପରିବର୍ତ୍ତନ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।ସେହିପରି କଟକ ଜଗତପୁର ଅଂଚଳରେ ଯେଉଁ ଜମି ଯୋଗାଇ ଦିଆଯିବ ତାହା ମଶାଣି ଅଞ୍ଚଳରେ।ସେଠି ରହିବା ସମ୍ଭବପର ନୁହେଁ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।ତେବେ ବିକଳ୍ପ ବ୍ୟବସ୍ଥା ନକରି ଉଛେଦ ପ୍ରକ୍ରିୟା କଲେ ଜୋରଦାର ବିରୋଧ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

ବାଇଟ - ପ୍ରମିଳା ପାତ୍ର,ଆନ୍ଦୋଳନକାରୀ।
ବାଇଟ - ସ୍ମୃତି ରଞ୍ଜନ ମିଶ୍ର,ଆନ୍ଦୋଳନକାରୀ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.