ETV Bharat / state

ଡିସେମ୍ବର ୪ରୁ ବଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ - ବଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

କଟକରେ ଖେଳାଯିବ ବଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଚୌଦ୍ବାର ଓଟିଏମ ପଡ଼ିଆରେ ଡିସେମ୍ବର ୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଅଧିକ ପଢ଼ନ୍ତୁ

ଡିସେମ୍ବର ୪ରୁ ଆରମ୍ଭ ହେବ ବଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

author img

By

Published : Dec 1, 2022, 7:15 AM IST

କଟକ: ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ କଟକରେ ଖେଳାଯିବ ବଚନ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା । ଚୌଦ୍ବାର ଓଟିଏମ ପଡ଼ିଆରେ ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ବଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଯାହା ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ ।

ଡିସେମ୍ବର ୪ରୁ ଆରମ୍ଭ ହେବ ବଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ମ୍ୟାଚ ଖେଳାଯିବ । ଏଥିରେ କଟକ ଜିଲ୍ଲାର ୧୩ଟି କ୍ଲବ ଅଂଶଗ୍ରହଣ କରିବେ । ଯେଉଁଥିରେ ଦେଖିବାକୁ ମିଳିବ ହାଇଭୋଲ୍ଟେଜ ମୁକାବିଲା । ସମସ୍ତ ଟିମ୍‌କୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି । ବିଶେଷକରି କଟକର ଇଣ୍ଡିପେଣ୍ଡଣ୍ଟ କ୍ଲବ, ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ଲବ, ବିଡ଼ାନାସି କ୍ଲବ ଓ ଆଚିଭର କ୍ଲବ ଇତ୍ୟାଦି ସେମାନଙ୍କ ଚମକପ୍ରଦ ଖେଳ ପଦର୍ଶନ କରିବେ ବୋଲି ଆଶା ରଖିଛି ଜିଲ୍ଲା କ୍ରୀଡା ସଙ୍ଘ । ଏହାବ୍ୟତୀତ ଏହି ପ୍ରତିଯୋଗିତାରୁ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳୀ ଚୟନ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ଆଶୀର୍ବାଦ ବେହେରା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.