ETV Bharat / state

ହାତୀ ଦାନ୍ତ ନୁହେଁ କାଜୁ ବଗିଚା ନଷ୍ଟ କରିବାରୁ ଗୁଳି କଲେ ଶିକାରୀ - 3 arrested on narashingapur elephant death case

ନରସିଂହପୁର ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଦନ୍ତାହାତୀକୁ ଦାନ୍ତ ଉଦ୍ଦେଶ୍ୟରେ ଗୁଳିକରି ନଥିଲେ ବରଂ ହାତୀ କାଜୁ ବଗିଚା ନଷ୍ଟ କରିଥିବାରୁ ଗୁଳି କରିଥିଲେ ଶିକାରୀ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

Elephant dies in Narsinghpur while undergoing treatment
ହାତୀ ଦାନ୍ତ ପାଇଁ ନୁହେଁ ବରଂ କାଜୁ ବଗିଚା ନଷ୍ଟ କରିବାରୁ ଗୁଳି କଲେ ଶିକାରୀ
author img

By

Published : Jun 20, 2022, 4:14 PM IST

କଟକ: ନରସିଂହପୁର ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ୩ ଜଣକୁ ଗିରଫ କରିବା ସହ ତାଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ଜବତ କରି କୋର୍ଟ ଚାଲାଣ କରିଛି ବନ ବିଭାଗର ସ୍ବତନ୍ତ୍ର ଟିମ୍ । ଗିରଫ ହୋଇଥିବା ଶିକାରୀମାନେ ହେଲେ ସୂର୍ଯ୍ୟମଣି ନାୟକ (୪୨) , ଗଙ୍ଗାଧର ନାୟକ (୬୨) ଏବଂ ଦିବାକର ସାହୁ । ସମସ୍ତ ଅଭିଯୁକ୍ତମାନଙ୍କ ଘର ନରସିଂହପୁର ଥାନା ଅଞ୍ଚଳରେ।

ଦନ୍ତାହାତୀକୁ ଦାନ୍ତ ଉଦ୍ଦେଶ୍ୟରେ ଗୁଳିକରି ନଥିଲେ ବରଂ ହାତୀ କାଜୁ ବଗିଚା ନଷ୍ଟ କରିଥିବାରୁ ଗୁଳି କରିଥିଲେ ବୋଲି ସେମାନେ ସ୍ୱୀକାର କରିଛନ୍ତି । ତେବେ ଗିରଫ ହୋଇଥିବା ଶିକାରୀମାନେ ଏନେଇ ସ୍ୱୀକାର କରିଥିବା ଆଠଗଡ଼ ଡି ଏଫ୍ ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.