ETV Bharat / state

ଫନି ପରେ ପ୍ଲାଷ୍ଟିକ ଦୋକାନରେ ପ୍ରବଳ ଭିଡ, ଫାଇଦାରେ ବ୍ଯବସାୟୀ

ଫନି ପରେ ପ୍ଲାଷ୍ଟିକ କିଣାକୁ ନେଇ 1 ନମ୍ବର ମାର୍କେଟରେ ପ୍ରବଳ ଭିଡ । ଗରିବ ଠୁ ବଡବଡିଆ ସମସ୍ତେ ଏବେ ଗୋଟିଏ ଧାଡିରେ ।

author img

By

Published : May 9, 2019, 4:26 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଫନି ପରେ ପ୍ଲାଷ୍ଟିକ କିଣାକୁ ନେଇ 1 ନମ୍ବର ମାର୍କେଟରେ ପ୍ରବଳ ଭିଡ । ପାଣି ଓ ବିଦ୍ୟୁତ ସମସ୍ୟାର ସାହା ପ୍ଲାଷ୍ଟିକ ଡ୍ରମ, ବାଲଟି ଓ ବିଛଣା । ଏସବୁକୁ ଆଣିବା ପାଇଁ ତଳ ଶ୍ରେଣୀଠୁ ବଡବଡିଆ ସମସ୍ତେ ଏବେ ଗୋଟିଏ ଧାଡିରେ । ଆଉ ଚାହିଦା ଦେଖି ଫାଇଦା ନେଉଛନ୍ତି ବ୍ଯବସାୟୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଫନିକୁ ବିତିଗଲାଣି 6 ଦିନ । ହେଲେ ଠିଆ ହୋଇଛି ସମସ୍ୟାର ବଡ ପାହାଡ । ବିଶେଷ କରି ପାଣି ଓ ବିଦ୍ଯୁତର ଘୋର ସମସ୍ଯା । ଯାହାକୁ ନେଇ କଲବଲ ଲୋକେ । ଏଭଳି ସ୍ଥିତିରେ ଲୋକଙ୍କ ଚାହିଦା ପାଣି ବାଲଟି ଓ ବିଂଚଣା । ପାଣି ଷ୍ଟୋରେଜ ପାଇଁ ପ୍ଲାଷ୍ଟିକ ବାଲଟି ଓ ଡ୍ରମ ପାଇଁ ବଜାରରେ ପ୍ରବଳ ଭିଡ । ଏଥିସହ ଏସି ଓ ପଙ୍ଖା ପବନ ଖିଆ ଲୋକଙ୍କ ଏବେ ଏକ ମାତ୍ର ସାହା ପ୍ଲାଷ୍ଟିକ ବିଞ୍ଚଣା । ଆଉ ଏସବୁ ଦେଖି ଚଢା ଦରରେ ପ୍ଲାଷ୍ଟିକ ବିକ୍ରି କରୁଛନ୍ତି ବେପାରୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.