ETV Bharat / state

ଦିନିକିଆ ବୌଦ୍ଧ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

author img

By

Published : Dec 17, 2019, 3:43 AM IST

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ସିଂ ଚୌହାନ । ଅଧିକ ପଢନ୍ତୁ ...

wodc president on boudh visit, boudh latest news, wodc's planning for boudh, ବୌଦ୍ଧରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ, ବୌଦ୍ଧ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌
ଦିନିକିଆ ବୌଦ୍ଧ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ବୌଦ୍ଧ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ସିଂ ଚୌହାନ । ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ପରିଦର୍ଶନ ପରେ ଶେଷରେ ଏକ ସରକାରୀ ଗସ୍ତରେ ସୋମବାର ବୌଦ୍ଧ ଜିଲ୍ଲାରେ ଆସି ପହଞ୍ଚିଛନ୍ତି ସୁବାସ । ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ସେ ଇଟିଭି ଭାରତକୁ ଦେଇଛନ୍ତି ଏକ ସ୍ବତନ୍ତ୍ର ସାକ୍ଷାତକାର ।

ଦିନିକିଆ ବୌଦ୍ଧ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ସୁବାସଙ୍କ କହିବା ଅନୁଯାୟୀ ପଶ୍ଚିମ ଓଡିଶାର ଗେଟ ୱେ ହେଉଛି ବୌଦ୍ଧ ଜିଲ୍ଲା । ବିଶେଷ ଭାବରେ ଜିଲ୍ଲାର ଅପହଞ୍ଚ ଇଲାକା, ଯୁବବର୍ଗଙ୍କ କର୍ମନିଯୁକ୍ତି, ଶିକ୍ଷା, ପାନୀୟ ଓ ଚାଷ ପାଇଁ ଜଳ ଭଳି 5ଟି ବିନ୍ଦୁ ଉପରେ ପରିଷଦ ଗୁରୁତ୍ବ ଦେଉଥିବା ସେ କହିଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲା ଦକ୍ଷିଣାଞ୍ଚଳ ରାଜସ୍ବ ବିଭାଗ ଅଧିନରେ ରହିବା ପ୍ରସଙ୍ଗ ଓ ରେଳ ଚଳାଚଳ ପ୍ରସଙ୍ଗକୁ କଥା ଛଳରେ ସେ ଏଡାଇ ଯାଇଥିଲେ ।

ତେବେ ସୋମବାର ଜିଲ୍ଲା ପ୍ରଶାସନର କାର୍ଯ୍ୟ ସମୀକ୍ଷା କରିବା ପରେ ରାଜବାଟୀରେ ଥିବା ମାହେଶ୍ବରୀଙ୍କ ଦର୍ଶନ କରିଥିଲେ ସୁବାସ । ସେଠାରେ ଯୁବ ଡୁମାଳ ବିକାଶ ପରିଷଦ ଓ ଅନ୍ୟ ସଙ୍ଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭ ଭାରତ

Intro:ପଶ୍ଚିମ ଓଡ଼ିଶାର ଗେଟ ଓ୍ବେ ହୋଇଛି ବୌଦ୍ଧ ଜିଲ୍ଲା ।ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରସ୍ତୁତ ହୋଇଛି ପାଞ୍ଚଟି ବିନ୍ଦୁ ର ରୋଡମ୍ୟାପ ।
ବୌଦ୍ଧ ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ସିଂ ଚୌହାନ । ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ପରିଦର୍ଶନ କରି ଶେଷରେ ସୋମବାର ଏକ ସରକାରୀ ଗସ୍ତରେ ଆସି ବୌଦ୍ଧ ଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିଥିଲେ ଶ୍ରୀଯୁକ୍ତ ଚୌହାନ ।ଏହି ଅବସରରେ ଆମ ଈଟିଭି ଭାରତ ସହିତ ସ୍ବତନ୍ତ୍ର ସାକ୍ଷାତକାର ରେ ସେ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥିଲେ ।ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ଅପହଞ୍ଚ ଇଲାକା, ଯୁବବର୍ଗ ଙ୍କୁ କର୍ମନିଯୁକ୍ତି,ଶିକ୍ଷା, ପାନୀୟ ଓ ଚାଷ ପାଇଁ ଜଳ ଭଳି ପାଞ୍ଚଟି ବିନ୍ଦୁ ଉପରେ ପରିଷଦ ଗୁରୁତ୍ୱ ଦେଉଥିବା କହିଛନ୍ତି ।କିନ୍ତୁ ବୌଦ୍ଧ ଜିଲ୍ଲା ଦକ୍ଷିଣାଞ୍ଚଳ ରାଜସ୍ବ ବିଭାଗ ଅଧିନରେ ରହିବା ପ୍ରସଙ୍ଗ ଓ ରେଳଚଳାଚଳ ପ୍ରସଙ୍ଗ କୁ କଥାଛଳରେ ଏଡାଇ ଯାଇଥିଲେ ।ସୋମବାର ଶ୍ରୀଯୁକ୍ତ ଚୌହାନ ଜିଲ୍ଲା ପ୍ରଶାସନ ର ସମୀକ୍ଷା କାର୍ଯ୍ୟକ୍ରମ ପରେ ରାଜବାଟୀରେ ଥିବା ମାହେଶ୍ବରୀଙ୍କ ଦର୍ଶନ କରିଥିଲେ। ସେଠାରେ ଯୁବ ଡୁମାଳ ବିକାଶ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Body:ପଶ୍ଚିମ ଓଡ଼ିଶାର ଗେଟ ଓ୍ବେ ବୌଦ୍ଧ ଜିଲ୍ଲା, ସୁବାସ ଚୌହାନ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.