ETV Bharat / state

କମିବ ଦୁର୍ଘଟଣା; ବୌଦ୍ଧରେ ସଚେତନତା କାର୍ଯ୍ୟକ୍ରମ - ବୌଦ୍ଧ ଏସପି ଭି ରଘୁନାଥ ରାଓ

ଜିଲ୍ଲାରେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ପରିବହନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ :ପ୍ରତିନିଧି, ବୌଦ୍ଧ
author img

By

Published : Nov 17, 2019, 5:25 PM IST

ବୌଦ୍ଧ : ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଲୋକଙ୍କୁ ଆଜି ସ୍ମରଣ କରିବା ସହିତ ଲୋକଙ୍କୁ ସଚେତନ ହେବାକୁ ପରାମର୍ଶ ଦିଆଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ

ବୌଦ୍ଧରେ ରବିବାର ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସ୍ବର୍ଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପରିବହନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଡି ସୂର୍ଯ୍ୟ ନାରାୟଣ ଦାସ,ଏସପି ଭି ରଘୁନାଥ ରାଓ, ଉପଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ, ପରିବହନ ଅଧିକାରୀ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ୨୦୧୬ ମସିହାରେ ୧୨୨ଟି ଦୁର୍ଘଟଣାରେ ୩୫ଜଣ, 20୧୭ରେ ୧୫୬ ଜଣଙ୍କ ମଧ୍ୟରୁ୪୯ ଜଣ,20୧୮ରେ ୧୬୬ ମଧ୍ୟରୁ ୪୬ଜଣ ଓ ୨୦୧୯ ବର୍ତ୍ତମାନ ସୁଦ୍ଧା ୧୫୦ ଗୋଟି ରାସ୍ତା ଦୁର୍ଘଟଣା ମଧ୍ୟରୁ ୫୨ ଜଣଙ୍କ ପ୍ରାଣହାନୀ ଘଟିସାରିଛି । ଏହି ଅବସରରେ ସଡକ ଦୁର୍ଘଟଣା ରେ ଆହତଙ୍କୁ ଉଦ୍ଧାର ନିମନ୍ତେ ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାରେ ବଢିବାରେ ଲାଗିଛି ସଡକ ଦୁର୍ଘଟଣା ଓ ଦୁର୍ଘଟଣା ରେ ମୃତ୍ୟୁ ସଂଖ୍ୟା ।ସେମାନଙ୍କୁ ଆଜି ସ୍ମରଣ ସହିତ ସଚେତନ ହେବାକୁ ପରାମର୍ଶ ଦିଆଯାଇଛି ।
ବୌଦ୍ଧ ଜିଲ୍ଲାସ୍ତରରେ ରବିବାର ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସ୍ବର୍ଗତ ଆତ୍ମା ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।ପରିବହନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପିଡି ସୂର୍ଯ୍ୟ ନାରାୟଣ ଦାସ,ଏସପି ଭି ରଘୁନାଥ ରାଓ, ଉପଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ,ପରିବହନ ଅଧିକାରୀ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ।ଏଠାରେ ସୂଚନାଯୋଗ୍ୟ୨୦୧୬ ମସିହାରେ ୧୨୨ଟି ଦୁର୍ଘଟଣାରେ ୩୫ଜଣ,୧୭ରେ ୧୫୬ ଜଣଙ୍କ ମଧ୍ୟରୁ୪୯ ଜଣ,୧୮ରେ ୧୬୬ ମଧ୍ୟରୁ ୪୬ଜଣ ଓ ୨୦୧୯ ବର୍ତ୍ତମାନ ସୁଦ୍ଧା୧୫୦ ଗୋଟି ରାସ୍ତା ଦୁର୍ଘଟଣା ମଧ୍ୟରୁ ୫୨ ଜଣଙ୍କ ପ୍ରାଣହାନୀ ଘଟିସାରିଛି ।ଏହି ଅବସରରେ ସଡକ ଦୁର୍ଘଟଣା ରେ ଆହତଙ୍କୁ ଉଦ୍ଧାର ନିମନ୍ତେ ଛାତ୍ର ଙ୍କୁ ପୁରସ୍କୃତ କରାଯାଇଥିଲା ।

Body:ସଡକ ଦୁର୍ଘଟଣାରେ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳି ।

Conclusion:ବାଇଟ-୧-କିଶାନ ମହାକୁଳ, ଆହତଙ୍କୁ ଉଦ୍ଧାର କରିଥିବା ଛାତ୍ର
ବାଇଟ-୨-ଭି ରଘୁନାଥ ରାଓ,ଆରକ୍ଷୀ ଅଧିକ୍ଷକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.