ETV Bharat / state

ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟସେବା ବାଟବଣା

ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଆମ୍ବଝରୀ ପଞ୍ଚାୟତର ଏକମାତ୍ର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନା ଅଛନ୍ତି ଡାକ୍ତର ନା କୌଣସି ଷ୍ଟାଫ ନର୍ସ ଅଛନ୍ତି । ଫଳରେ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

author img

By

Published : Aug 27, 2019, 11:34 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଅପହଞ୍ଚ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଡାକ୍ତରଖାନାର ସୁନ୍ଦର କୋଠା ସହ ଷ୍ଟାଫ କ୍ବାର୍ଟର ମଧ୍ୟ ନିର୍ମାଣ ହୋଇଛି । କିନ୍ତୁ ସେଠାରେ ନା ଅଛନ୍ତି ଡାକ୍ତର, ନା ଅଛନ୍ତି ଷ୍ଟାଫ । ଦିନ ଦିନ ଧରି ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବାରୁ ଫେରି ଯାଉଛନ୍ତି ରୋଗୀ । ଡାକ୍ତରଖାନାରେ ଅଧିକାଂଶ ସମୟ ତାଲା ଝୁଲୁଥିବାରୁ ସ୍ବାସ୍ଥ୍ୟ ସେବା ଠିକରେ ଅଞ୍ଚଳବାସୀଙ୍କୁ ମିଳୁ ନଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଆମ୍ବଝରୀ ପଞ୍ଚାୟତର ଏକମାତ୍ର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନା ଅଛନ୍ତି ଡାକ୍ତର ନା କୌଣସି ଷ୍ଟାଫ ନର୍ସ ଅଛନ୍ତି । ଫଳରେ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଏହା ଏକ ଜଙ୍ଗଲ ଅଞ୍ଚଳ ହୋଇଥିବାରୁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଡାକ୍ତରଖାନା ସହିତ ଷ୍ଟାଫ ମାନଙ୍କ ପାଇଁ ମଧ୍ୟ କ୍ବାଟର ନିର୍ମାଣ ହୋଇଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଷ୍ଟାଫ ମଧ୍ୟ ନିଯୁକ୍ତ ହୋଇଛନ୍ତି । କିନ୍ତୁ ଅପହଞ୍ଚ ଇଲାକା ମନେ କରି ଏଠାକୁ କେହି ଆସୁନଥିବା କୁହାଯାଉଛି। ତୁରନ୍ତ ଏଠାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଅପହଞ୍ଚ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଡାକ୍ତରଖାନାର ସୁନ୍ଦର କୋଠା ସହ ଷ୍ଟାଫ କ୍ବାର୍ଟର ମଧ୍ୟ ନିର୍ମାଣ ହୋଇଛି ।କିନ୍ତୁ ସେଠାରେ ନା ଅଛନ୍ତି ଡାକ୍ତର, ନା ଅଛନ୍ତି ଷ୍ଟାଫ ।ଦିନ ଦିନ ଧରି ସ୍ବାସ୍ଥ୍ୟ କେନ୍ଦ୍ର ରେ ତାଲା ଝୁଲୁଥିବାରୁ ଫେରି ଯାଉଛନ୍ତି ରୋଗୀ।
ଡାକ୍ତରଖାନାରେ ଅଧିକାଂଶ ସମୟ ତାଲା ଝୁଲୁଥିବାରୁ ସ୍ବାସ୍ଥ୍ୟ ସେବା ଠିକରେ ଅଞ୍ଚଳବାସୀଙ୍କୁ ମିଳୁ ନଥିବା ଅଭିଯୋଗ ହୋଇଛି ।ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଆମ୍ବଝରୀ ପଞ୍ଚାୟତ ର ଏକମାତ୍ର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନା ଅଛନ୍ତି ଡାକ୍ତର ନା କୌଣସି ଷ୍ଟାଫ ନର୍ସ ।ଫଳରେ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କଲେ ମଧ୍ୟ ଏହା ଏକ ଜଙ୍ଗଲ ଅଞ୍ଚଳ ହୋଇଥିବାରୁ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି ।ଡାକ୍ତରଖାନା ସହିତ ଷ୍ଟାଫ ମାନଙ୍କ ପାଇଁ ମଧ୍ୟ କ୍ବାଟର ନିର୍ମାଣ ହୋଇଛି ।ଏହି ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଷ୍ଟାଫ ମଧ୍ୟ ନିଯୁକ୍ତ ହୋଇଛନ୍ତି । କିନ୍ତୁ ଅପହଞ୍ଚ ଇଲାକା ମନେ କରି ଏଠାରେ କୌଣସି ସ୍ବାସ୍ଥ୍ୟ ସେବା ଦେବାକୁ ବୋଧହୁଏ କର୍ମଚାରୀ ଏଠାକୁ ଠିକ ଭାବରେ ଆସୁ ନାହାନ୍ତି ।ତୁରନ୍ତ ଏଠାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।

Body:ଆମ୍ବଝରୀ ରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ।

Conclusion:ବାଇଟ-୧-ପରୀକ୍ଷିତ କହଁର,ବବଡା
ବାଇଟ-୨-ଅଶୋକ ଲୁହା, ଆମ୍ବଝରୀ
ବାଇଟ-୩-ମକରା, ଅଞ୍ଚଳବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.