ETV Bharat / state

ବୌଦ୍ଧରେ ଜାପାନ ପ୍ରତିନିଧି ମଣ୍ଡଳୀ

author img

By

Published : Feb 20, 2020, 3:29 AM IST

ବୌଦ୍ଧରେ ଜାଇକା କାର୍ଯ୍ୟକ୍ରମର ଅଗ୍ରଗତି ଦେଖିବାକୁ ପହଞ୍ଚିଲେ ଜାପାନ ଓ ଭାରତ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ।

boudh
ବୌଦ୍ଧରେ ଜାପାନ ପ୍ରତିନିଧି ମଣ୍ଡଳୀ

ବୌଦ୍ଧ: ଓଡିଶାରେ ଜାପାନ ପ୍ରତିନିଧି ମଣ୍ଡଳୀ । ଜାପାନ ସରକାର ଓ ଭାରତ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ବନସୁରକ୍ଷା ସମିତିରେ ପହଞ୍ଚି ଜାଇକା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବୌଦ୍ଧରେ ଜାଇକା କାର୍ଯ୍ୟକ୍ରମର ଅଗ୍ରଗତି ଦେଖିବାକୁ ପହଞ୍ଚିଲେ ଜାପାନ ଓ ଭାରତ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ।

ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ଏହି ହାଇଲେବଲ କମିଟି ବୃନ୍ଦାବନ, ବାଲିପଟା,ଖଜୁରୀପଡା ଓ ବୀରନରସିଂପୁରସ୍ଥିତ ବନସୁରକ୍ଷା ସମିତି ବୁଲି ଦେଖିବା ସହ ଏହାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।

ବୌଦ୍ଧରେ ଜାପାନ ପ୍ରତିନିଧି ମଣ୍ଡଳୀ

ଜାପାନରୁ ଆସିଥିବା ଉମାଚି ତୋରୁ ଓ ଓଚିଡା ସାୟାକାଙ୍କ ସହିତ ଭାରତ ସରକାରଙ୍କ ତରଫରୁ ଭିନିତ ସରିନ ଓ ଜେନିକ ମାସିସ ଯୋଗ ଦେଇ ଭିଏସଏସ ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ ।

ଏହି ପ୍ରତିନିଧି ମଣ୍ଡଳୀ ସହ ଅତିରିକ୍ତ ପିସିସିଏଫ ସୁରେଶ ପନ୍ଥ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଜାଇକାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।ଜାପାନର ପ୍ରତିନିଧିମାନେ ବୌଦ୍ଧର ସବୁଜିମାପୂର୍ଣ୍ଣ ସ୍ଥାନ ଦେଖି ଅବିଭୂତ ହୋଇପଡିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.