ETV Bharat / state

Panchayat Poll: ୩ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ଜୋରଦାର ପ୍ରଚାର

author img

By

Published : Feb 2, 2022, 10:50 PM IST

ବୌଦ୍ଧ ଜିଲ୍ଲାର ୩ ନମ୍ବର ଜିଲ୍ଲା ପରିଷଦ ଜୋନରେ ନିର୍ବାଚନର ହାଲଚାଲ କିଭଳି ରହିଛି ତାହା ପରଖିଛି ଇଟିଭି ଭାରତ ଟିମ । ଏଠାରେ ଡୋର ଟୁ ଡୋର କ୍ୟାମ୍ପେନ, ପ୍ରାର୍ଥୀମାନେ ଆରମ୍ଭ କରିଥିବା ବେଳେ ଭୋଟର ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ କରିବେ ବୋଲି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Panchayat Poll: ୩ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ଯୋରଦାର ପ୍ରଚାର

ବୌଦ୍ଧ: ଜିଲ୍ଲାରେ ଘମାସାନ ହେଉଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ବୌଦ୍ଧ ଜିଲ୍ଲାର ସମୁଦାୟ ୯ଟି ଜିଲ୍ଲା ପରିଷଦ ଜୋନରେ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ବର୍ତ୍ତମାନ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ କରିଦେଇଛନ୍ତି ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ୩ ନମ୍ବର ଜୋନରେ କିଭଳି ନିର୍ବାଚନର ମାହୋଲ ରହିଛି ତାହା ପରଖିବାକୁ ମନମୁଣ୍ଡା ଠାରେ ପହଞ୍ଚିଥିଲା ଇଟିଭି ଭାରତ ଟିମ । ତିନି ନମ୍ବର ଜୋନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ମଧ୍ୟରୁ ଶାସକ ବିଜେଡି ଦଳ ଦୀର୍ଘ ବର୍ଷରୁ କଣ୍ଟାମାଳ ବ୍ଲକ ଆସନକୁ ଦଖଲ କରିଥିବା ବରିଷ୍ଠ ନେତା ଶଙ୍କର୍ଷଣ ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।

ବିଜେଡି ଦଳକୁ ସାମ୍ନା କରିବାକୁ ଉଭୟ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ମାନେ ମଧ୍ୟ ଜୋରସୋରରେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଆଠ ଗୋଟି ପଞ୍ଚାୟତକୁ ନେଇ ଗଠିତ ଏହି ୩ ନମ୍ବର ଜୋନରେ ଶାସକ ବିଜେଡି ସୁବିଧାଜନକ ସ୍ଥିତିରେ ରହିଥିବାବେଳେ ଏଠାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଭୋଟର ନିଜ ମତ ସାବ୍ୟସ୍ତ କରିବେ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.