ETV Bharat / state

ହରଭଙ୍ଗାରେ ମାଗଣା ସ୍ବାସ୍ଥ୍ୟ ଶିବିର; ସାଂସଦଙ୍କୁ ପ୍ରଶଂସା

ଜିଲ୍ଲାବାସୀଙ୍କୁ ଉପଯୁକ୍ତ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଛି ସାଂସଦ ସାମନ୍ତ ସ୍ବାସ୍ଥ୍ୟ ପରୀକ୍ଷା ଶିବିର । ଶିବିରରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ସହ ଦିଆଯାଉଛି ଆବଶ୍ୟକ ପରାମର୍ଶ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 22, 2019, 9:03 PM IST

ବୌଦ୍ଧ: ଶିକ୍ଷା, ସ୍ବାସ୍ଥ୍ୟ ଭଲି ମୌଳିକ ସୁବିଧାରୁ ବଞ୍ଚିତ ଥିବା ବୌଦ୍ଧ ଜିଲ୍ଲାର ଅନେକ ଅଞ୍ଚଳକୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ପରାର୍ମଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟସେବା ଅନୁଷ୍ଠିତ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଭୁବନେଶ୍ବର କିମ୍ସ ହସ୍ପିଟାଲର ଡାକ୍ତର ମାନେ ବୌଦ୍ଧ ଆସି ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଠାରେ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ପ୍ରଦାନ କରିଛନ୍ତି । ଏହି ସ୍ବାସ୍ଥ୍ୟ ସେବାକୁ ସାଂସଦ ସାମନ୍ତ ସ୍ବାସ୍ଥ୍ୟ ପରୀକ୍ଷା ଭାବେ ପରିଚାଳନା କରାଯାଉଛି । ଯେଉଁ ଶିବିରରେ କିମ୍ସର ବିଭିନ୍ନ ଡାକ୍ତରୀ ଦଳ ଆସି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ଏବଂ ଆବଶ୍ୟକ ପରାମର୍ଶ ଦେଉଛନ୍ତି ।

ହରଭଙ୍ଗା ବ୍ଲକ ଅଞ୍ଚଳରେ କିଡନୀ ରୋଗ ଏବେ ମହାମାରୀ ଭଳି ବ୍ୟାପୁଥିବାରୁ ଏଭଳି ସ୍ବାସ୍ଥ୍ୟ ଶିବିର ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସାଂସଦ ସାମନ୍ତ ସ୍ବାସ୍ଥ୍ୟ ପରୀକ୍ଷା।ଏଭଳି ଏକ ଅଭିନବ ପ୍ରୟାସ ଆରମ୍ଭକରି ବେଶ ପ୍ରଶଂସିତ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ।ରବିବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଗ୍ରାମ ଠାରେ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ପ୍ରଦାନ କରାଯାଇଥିଲା । ଏଠାରେ ବିଭିନ୍ନ ବିଭାଗର ଡାକ୍ତର ଯୋଗଦେଇ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।ସାଂସଦଙ୍କ ଏଭଳି ଏକ ଅଭିନବ ପଦକ୍ଷେପକୁ ରୋଗୀ ତଥା ଅଞ୍ଚଳବାସୀ ସ୍ବାଗତ କରିଛନ୍ତି ।ହରଭଙ୍ଗା ବ୍ଲକରେ କୀଡନୀ ରୋଗ ମହାମାରୀ ର ରୂପ ନେବାକୁ ବସିଥିବା ବେଳେ ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଲୋକଙ୍କ ମନରେ ନୂତନ ଆଶା ସୃଷ୍ଟି କରିପାରିଛି ।

Body:ରାମଗଡରେ ସାଂସଦ ସାମନ୍ତ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ।

Conclusion:ବାଇଟ-୧-ଅଙ୍କିତ ବଂଶୀ,ଡାକ୍ତର
ବାଇଟ-୨-ଶଙ୍କର ଦେହୁରୀ, ରୋଗୀ
ବାଇଟ-୩-ନରେଶ ସେଠୀ, ସରପଞ୍ଚ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.