ETV Bharat / state

ପ୍ରତ୍ନତ୍ତତ୍ବ ବିଭାଗର ନଜର ଆଢୁଆଳରେ ବୌଦ୍ଧର ସୂର୍ଯ୍ୟମାତା ମନ୍ଦିର - sun temple

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଝିଙ୍କେରପାଲିରେ ଆବିଷ୍କାର ହୋଇଛି ସୂର୍ଯ୍ୟ ମାତାଙ୍କ ମନ୍ଦିର । ହେଲେ ପ୍ରତ୍ନତତ୍ତ୍ବ ଓ ପର୍ଯ୍ୟଟନ ବିଭାଗର ଏହା ଉପରେ ଦୃଷ୍ଟି ପଡିନଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 24, 2019, 7:24 PM IST

ବୌଦ୍ଧ: କଣ୍ଟାମାଳ ବ୍ଲକର ଝିଙ୍କେରପାଲି ଠାରେ ପ୍ରାୟ ଦୁଇ ବର୍ଷ ତଳେ ମାଟିତଳୁ ମିଳିଥିଲା କେତେକ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିରର ଭଗ୍ନାବଶେଷ । ତନ୍ମଧ୍ୟରୁ ଏକ ପଥର ଖଣ୍ଡ ଉପରେ ଖୋଦିତ ଶିଳାଲେଖରୁ ଏହା ମାର୍ତ୍ତଣ୍ଡ ବା ସୂର୍ଯ୍ୟ ମାତାଙ୍କ ମନ୍ଦିର ବୋଲି ଜଣାପଡିଥିଲା । କିନ୍ତୁ ଦୁଇ ବର୍ଷ ବିତିଯିବାକୁ ବସିଥିବା ବେଳେ ଉକ୍ତ ସ୍ଥାନର କୌଣସି ପ୍ରତ୍ନତ୍ତାତ୍ବିକ ଖନନ କିମ୍ବା ପର୍ଯ୍ୟଟନ ବିଭାଗର ଦୃଷ୍ଟି ପଡିନଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ଇତିହାସ ସହିତ ଜଡିତ ହୋଇଛି ଆଉ ଏକ ବିରଳ ଐତିହ୍ୟ । କାରଣ ଅନେକ ସ୍ଥାନରେ ପ୍ରାଚୀନ କାଳରୁ ସୂର୍ଯ୍ୟ ଉପାସନା ପ୍ରଚଳିତ ତଥା ମନ୍ଦିର ଥିବା ବେଳେ ପ୍ରଥମଥର ପାଇଁ ସୂର୍ଯ୍ୟ ବା ମାର୍ତ୍ତଣ୍ଡ ମାତାଙ୍କ ମନ୍ଦିର ଆବିଷ୍କୃତ ହେବା ସମ୍ପୂର୍ଣ୍ଣ ବିରଳ । କଣ୍ଟାମାଳ ବ୍ଲକର ଝିଙ୍କେରପାଲି ଗାଁରୁ ଆବିଷ୍କୃତ ମନ୍ଦିର ଭଗ୍ନାବଶେଷରେ ରହିଥିବା ଶିଳାଲେଖାରୁ ଏହା ଦଶମ ଶତାବ୍ଦୀ ପୂର୍ବରୁ ମାର୍ତ୍ତଣ୍ଡ ମାତାଙ୍କ ମନ୍ଦିର ଥିଲା ବୋଲି ଜଣାପଡିଛି ।

କିନ୍ତୁ ପତ୍ନତ୍ତତ୍ବ ବିଭାଗ କିମ୍ବା ପର୍ଯ୍ୟଟନ ବିଭାଗ ଏହି ଐତିହାସିକ ସ୍ଥାନ ଉପରେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଝିଙ୍କେରପାଲି ଠାରେ ଗତ ପ୍ରାୟ ଦୁଇ ବର୍ଷ ତଳେ ମାଟିତଳୁ ମିଳିଥିଲା କେତେକ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ର ଭଗ୍ନାବଶେଷ । ତନ୍ମଧ୍ୟରୁ ଏକ ପଥର ଖଣ୍ଡ ଉପରେ ଖୋଦିତ ଶିଳାଲେଖରୁ ଏହା ମାର୍ତ୍ତଣ୍ଡ ବା ସୂର୍ଯ୍ୟ ମାତାଙ୍କ ମନ୍ଦିର ବୋଲି ଜଣାପଡିଥିଲା ।କିନ୍ତୁ ଦୁଇ ବର୍ଷ ବିତିଯିବାକୁ ବସିଥିବା ବେଳେ ଉକ୍ତ ସ୍ଥାନର କୌଣସି ପତ୍ନତ୍ତାତ୍ବିକ ଖନନ କିମ୍ବା ପର୍ଯ୍ୟଟନ ବିଭାଗ ର ଦୃଷ୍ଟି ପଡିନଥିବା ଅଭିଯୋଗ ହୋଇଛି ।

Body:ବୌଦ୍ଧ ଜିଲ୍ଲାର ଇତିହାସ ସହିତ ଜଡିତ ହୋଇଛି ଆଉ ଏକ ବିରଳ ଐତିହ୍ୟ ।କାରଣ ଅନେକ ସ୍ଥାନରେ ପ୍ରାଚୀନ କାଳରୁ ସୂର୍ଯ୍ୟ ଉପାସନା ପ୍ରଚଳିତ ତଥା ମନ୍ଦିର ଥିବା ବେଳେ ପ୍ରଥମ ଥର ପାଇଁ ସୂର୍ଯ୍ୟ ବା ମାର୍ତ୍ତଣ୍ଡ ମାତାଙ୍କ ମନ୍ଦିର ଆବିଷ୍କୃତ ହେବା ସମ୍ପୂର୍ଣ୍ଣ ବିରଳ । କଣ୍ଟାମାଳ ବ୍ଲକର ଝିଙ୍କେରପାଲି ଗ୍ରାମରୁ ଆବିଷ୍କୃତ ମନ୍ଦିର ଭଗ୍ନାବଶେଷ ରେ ରହିଥିବା ଶିଳାଲେଖ ରୁ ଏହା ଦଶମ ଶତାବ୍ଦୀ ପୂର୍ବରୁ ମାର୍ତ୍ତଣ୍ଡ ମାତାଙ୍କ ମନ୍ଦିର ଥିଲା ବୋଲି ଜଣାପଡିଛି ।କିନ୍ତୁ ପତ୍ନତ୍ତତ୍ବ ବିଭାଗ କିମ୍ବା ପର୍ଯ୍ୟଟନ ବିଭାଗ ଏହି ଐତିହାସିକ ସ୍ଥାନ ଉପରେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.