ETV Bharat / state

ବଘିଆପଡା ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଏରଡା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ ହୋଇଛି  । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

boudh baghiapada
ବଘିଆପଡା ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ
author img

By

Published : Jan 28, 2020, 6:35 AM IST

ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ଗନ୍ଧ । ସୋମବାର ଏସମ୍ପର୍କରେ ହିତାଧିକାରୀମାନେ ବୌଦ୍ଧ ପଞ୍ଚାୟତ ସମିତିକୁ ଆସି ଅଭିଯୋଗ କରିଛନ୍ତି ।

ବଘିଆପଡା ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଏରଡା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ ହୋଇଛି । ଇସିସି ତାଲିକାରେ ନା ଥିଲେ ମଧ୍ୟ ହିତାଧିକାରୀଙ୍କ ନାମ ବର୍ଷେ ପରେ ମଧ୍ୟ ତଳକୁ ତଳକୁ ଘୁଞ୍ଚି ଘୁଞ୍ଚି ଯାଉଛି । ବୁଦ୍ଧିଜୀବୀ ଏନେଇ ସିଧାସଳଖ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କ ଆଡକୁ ଆଙ୍ଗୁଠି ଉଠାଇଛନ୍ତି । ବଘିଆପଡା ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ବୁଦ୍ଧିଜୀବୀ ଖୋଲାଖୋଲି ଅଭିଯୋଗ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ଦେଇଛନ୍ତି । ଏସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ର ଗନ୍ଧ ।ସୋମବାର ଏ ସମ୍ପର୍କରେ ହିତାଧିକାରୀ ମାନେ ବୌଦ୍ଧ ପଞ୍ଚାୟତ ସମିତିକୁ ଆସି ଅଭିଯୋଗ କରିଛନ୍ତି ।
ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଏରଡା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ ।ଇସିସି ତାଲିକାରେ ନା ଥିଲେ ମଧ୍ୟ ହିତାଧିକାରୀଙ୍କ ନା ବର୍ଷେ ପରେ ମଧ୍ୟ ତଳକୁ ତଳକୁ ଘୁଞ୍ଚି ଘୁଞ୍ଚି ଯାଉଛି ।ବୁଦ୍ଧିଜୀବୀ ଏନେଇ ସିଧାସଳଖ ପଞ୍ଚାୟତ ର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଙ୍କ ଆଡକୁ ଆଙ୍ଗୁଠି ଉଠାଇଛନ୍ତି ।ବଘିଆପଡା ପଞ୍ଚାୟତ ରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ବୁଦ୍ଧିଜୀବୀ ଖୋଲାଖୋଲି ଅଭିଯୋଗ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ଦେଇଛନ୍ତି ।ଏ ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି ।

Body:ବଘିଆପଡା ପଞ୍ଚାୟତ ରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ।

Conclusion:ବାଇଟ-୧-ଦିଲ୍ଲୀପ ପ୍ରଧାନ, ହିତାଧିକାରୀ,ଏରଡା
ବାଇଟ-୨-ସୂର୍ଯ୍ୟ ନାରାୟଣ ମହାପାତ୍ର, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.