ETV Bharat / state

ସମୁଦ୍ର ଜୀବ ଚାଲାଣ କରି ଦୁଇ ଅଟକ

ଭଦ୍ରକର ବାସୁଦେବପୁର ବ୍ଲକରେ ପୋଲିସ ଏକ ଗେଣ୍ଡା ବୋଝେଇ ଟ୍ରକ ଜବତ କରିବା ସହ ଦୁଇଜଣଙ୍କୁ ଅଟକ ରଖାଯାଇଛି ।

author img

By

Published : Oct 8, 2020, 9:20 PM IST

Two arrests while transporting sea animal
ସମୁଦ୍ର ଜୀବ ଚାଲାଣ କରି ଦୁଇ ଅଟକ

ଭଦ୍ରକ: ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମୁଣ୍ଡା ବଜାର ନିକଟରୁ ନାୟକାଣିଡିହି ଥାନା ପୋଲିସ ଏକ ବେଆଇନ ଗେଣ୍ତା ବୋଝେଇ ଗାଡିକୁ ଜବତ କରିଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ସମୁଦ୍ର ଜୀବ ଚାଲାଣ କରି ଦୁଇ ଅଟକ

ସୂଚନାଅନୁସାରେ ନାୟକାଣିଡିହି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ପିକଅପ ଗାଡି ନମ୍ବର (OD-01L-2297)ରେ ବେଆଇନ ଗେଣ୍ଡା ବୋଝେଇ ହୋଇ ଚାଲାଣ ହେଉଥିବା ଖବର ପାଇଥିଲା ।

ଖବର ପାଇବା ପରେ ପୋଲିସ ସେହି ଗାଡିର ପିଛା କରି ଗାଡିଟିକୁ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି । ତେବେ ଗାଡିରେ ଥିବା ଗେଣ୍ଡାଗୁଡିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.