ETV Bharat / state

ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ: 4 ଆହତ

author img

By

Published : Feb 12, 2020, 11:01 AM IST

Updated : Feb 12, 2020, 7:31 PM IST

ଭଦ୍ରକ 16 ନମ୍ବର ଜାତୀୟ ରାଜପଥର ଡାହାଣୀଗଢିଆ ନିକଟରେ ଘନ କୁହୁଡି ଯୋଗୁଁ ଆମ୍ବୁଲାନ୍ସକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଘଟଣାସ୍ଥଳରେ ଦୁଇଜଣ ରୋଗୀଙ୍କ ସହିତ 4 ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

two-ambulance-accident-in-nh-16-of-bhadrak
ଭଦ୍ରକ ଆମ୍ବୁଲାନ୍ସ ଦୁର୍ଘଟଣା, 4 ଆହତ

ଭଦ୍ରକ: କୁହୁଡି ଯୋଗୁଁ ଆମ୍ବୁଲାନ୍ସକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଦୁଇ ଜଣ ରୋଗୀଙ୍କ ସହ 4 ଆହତ । 16 ନମ୍ବର ଜାତୀୟ ରାଜପଥର ଭଦ୍ରକ ଡାହାଣୀଗଢିଆ ନିକଟରେ ଦୁର୍ଘଟଣା ଘଟିଛି । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି ।

ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ, 4 ଆହତ

ସୂଚନା ଅନୁଯାୟୀ ଆମ୍ବୁଲାନ୍ସ ଦୁଇଟି କୋଲକାତାର ଦେବଡା ଅଞ୍ଚଳରୁ ଦୁଇ ଜଣ ପରାଲିସିସ ରୋଗୀଙ୍କୁ କଟକ ଅଭିମୁଖେ ନେଇ ଆସୁଥିଲା । ଡାହାଣୀଗଢିଆ ଛକ ନିକଟରେ ଏକ ଟ୍ରଲର ସାଇଡ ମାରିବାରୁ ଆଗରେ ଯାଉଥିବା ଆମ୍ବୁଲାନ୍ସକୁ ପଛ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । 2 ଜଣ ରୋଗୀଙ୍କ ସହ ଅନ୍ୟ 2 ଜଣ ଆହତ ହୋଇଥିଲେ । ଭଦ୍ରକ ଟାଉନ ପୋଲିସ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Feb 12, 2020, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.