ETV Bharat / state

ମାନସ ସ୍ବାଇଁ ହତ୍ୟା ମାମଲା: ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚୁରା

author img

By

Published : Apr 16, 2022, 5:57 PM IST

ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁ ହତ୍ୟା ଘଟଣା । କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍, ଭଦ୍ରକ ସ୍ଵତନ୍ତ୍ର ଉପ-କାରାଗାରରେ ପହଞ୍ଚି ଶର୍ମିଷ୍ଠାର ଅନ୍ୟ ଦୁଇ ସହଯୋଗୀ, ଭାଗ୍ୟଧର ନାୟକ ଓ ବିବେକ ନାୟକଙ୍କୁ ଜେଲ୍ ଭିତରେ ପଚରାଉଚରା ଜାରି ରଖିଛି । ଅଧିକ ପଢନ୍ତୁ

ମାନସ ସ୍ବାଇଁ ହତ୍ୟା ମାମଲା: ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁ ହତ୍ୟା ଘଟଣା । କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍, ଭଦ୍ରକ ସ୍ଵତନ୍ତ୍ର ଉପ-କାରାଗାରରେ ପହଞ୍ଚି ଶର୍ମିଷ୍ଠାର ଅନ୍ୟ ଦୁଇ ସହଯୋଗୀ, ଭାଗ୍ୟଧର ନାୟକ ଓ ବିବେକ ନାୟକଙ୍କୁ ଜେଲ୍ ଭିତରେ ପଚରାଉଚରା ଜାରି ରଖିଛି ।

ମାନସ ସ୍ବାଇଁ ହତ୍ୟାକାଣ୍ଡ ସଂପର୍କିତ ଆହୁରି କିଛି ଗୁରୁତ୍ବପୂର୍ଣ୍ଣ ସୂଚନା କ୍ରାଇମବ୍ରାଞ୍ଚ ସଂଗ୍ରହ କରିବା ପାଇଁ ଆଜି(ଶନିବାର) ଜେଲ୍ ଭିତରେ ପଚରାଉଚୁରା ଜାରି ରଖିଛି କ୍ରାଇମବ୍ରାଞ୍ଚର ତିନିଜଣିଆ ଟିମ୍ । ହେଲେ ଏନେଇ କୌଣସି ଆଧିକାରିକ ବିବୃତି ପ୍ରଦାନ କରାଯାଇ ନାହିଁ । ତେବେ କ୍ରାଇମବ୍ରାଞ୍ଚର ଡିଏସପି କଳ୍ପନା ସାହୁଙ୍କ ନେତୃତ୍ଵରେ ପଚରାଉଚରା ଜାରି ରହିଛି ବୋଲି ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.