ETV Bharat / state

ଶିକ୍ଷକ ବଦଳିକୁ ନେଇ ଧାରଣାରେ ଛାତ୍ରଛାତ୍ରୀ

author img

By

Published : Dec 14, 2019, 9:40 PM IST

ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥ ପ୍ରସାଦ ପ୍ରାଥମିକ ବିଦ୍ୟାଳୟରେ କିଛିଦିନ ତଳେ ଶିକ୍ଷକ ପ୍ରତାପ ମଲ୍ଲିକଙ୍କ ବଦଳି ହୋଇଥିଲା । ଏହାକୁ ବିରୋଧ କରି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣା ଦେଇଥିଲେ ।

teacher
teacher

ଭଦ୍ରକ: ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲରେ ତାଲା ପକାଇବା ସହ ବିଦ୍ୟାଳୟ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଶିକ୍ଷକ ବଦଳିକୁ ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ

ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥ ପ୍ରସାଦ ପ୍ରାଥମିକ ବିଦ୍ୟାଳୟରେ କିଛିଦିନ ତଳେ ପ୍ରତାପ ମଲ୍ଲିକ ନାମକ ଜଣେ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ବଦଳି କରାଯାଇଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିରୋଧ କରିଥିବା ଜଣାପଡିଛି । ହେଲେ ଏନେଇ କୌଣସି ସୁଫଳ ନମିଳିବାରୁ ଶନିବାର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ।

ଏନେଇ ଖବର ପାଇ ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚି, ବୁଝାସୁଝା କରିବା ପରେ ଧାରଣରୁ ହଟିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : TEACHER TRANSFER
FORMAT : AVO
REPORT : DEBASIS MOHAPATRA / BHADRAK
DATE : 14.12.2019

ANCHOR : ଶିକ୍ଷକ ଙ୍କ ବଦଳି ପ୍ରତିବାଦରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲ ରେ ତାଲା ପକାଇବା ସହ ବିଦ୍ୟାଳୟ ଗେଟ ସମ୍ମୁଖରେ ଧାରଣା। ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥ ପ୍ରସାଦ ପ୍ରାଥମିକ ବିଦ୍ୟାଳୟ ରେ କିଛିଦିନ ତଳେ ପ୍ରତାପ ମଲ୍ଲିକ ନାମକ ଜଣେ ଶିକ୍ଷକ ଙ୍କୁ ଅନ୍ୟ ସ୍କୁଲ କୁ ବଦଳି କରାଯାଇଥିଲା। ଯାହାକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଏହାକୁ ବିରୋଧ କରିଥିବା ଜଣାପଡିଛି। Body:ହେଲେ ଏନେଇ କୌଣସି ସୁଫଳ ନମିଳିବାରୁ ଆଜି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଗେଟ ରେ ତାଲା ପକାଇ ଧାରଣା ଦେଇଥିଲେ। ଏନେଇ ଖବର ପାଇ ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚି, ବୁଝାସୁଝା କରିବା ପରେ ଧାରଣ ହଟିଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.