ETV Bharat / state

ଶିକ୍ଷକ ବଦଳିକୁ ନେଇ ପିଲାଙ୍କ ପାଠପଢା ଠପ୍

author img

By

Published : Dec 10, 2019, 2:24 PM IST

ଭଦ୍ରକ ଜିଲ୍ଲା ସ୍କୁଲରେ ଶିକ୍ଷକ ବଦଳିକୁ ନେଇ ଗତ କିଛିଦିନ ଧରି ବାଦବିବାଦ ବଢିବାରେ ଲାଗିଛି । 3 ଜଣ ଶିକ୍ଷକଙ୍କୁ ବଦଳିକୁ ନେଇ କେତେକ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଧିକ ଖବର ପଢନ୍ତୁ...

ଶିକ୍ଷକ ବଦଳିକୁ ନେଇ ପିଲାଙ୍କ ପାଠପଢାରେ ଡୋରି
ଶିକ୍ଷକ ବଦଳିକୁ ନେଇ ପିଲାଙ୍କ ପାଠପଢାରେ ଡୋରି

ଭଦ୍ରକ: ଜିଲ୍ଲା ସ୍କୁଲରେ ଶିକ୍ଷକ ବଦଳିକୁ ନେଇ ଗତ କିଛିଦିନ ଧରି ବାଦ ବିବାଦ ବଢିବାରେ ଲାଗିଛି । ଚଳିତ ଡିସେମ୍ବର 5 ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ବିଦ୍ୟାଳୟର 3 ଜଣ ଶିକ୍ଷକଙ୍କୁ ବଦଳି କରିଥିବାକୁ ନେଇ କେତେକ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଶିକ୍ଷକ ବଦଳିକୁ ନେଇ ପିଲାଙ୍କ ପାଠପଢାରେ ଡୋରି

ବଦଳି ନିର୍ଦ୍ଦେଶ ବାତିଲ ଦାବିରେ ଛାତ୍ରଛାତ୍ରୀ ମାନେ ପ୍ରଥମେ ବିଦ୍ୟାଳୟରେ ଓ ପରେ ବିଦ୍ୟାଳୟ ଠାରୁ ଶୋଭାଯାତ୍ରାରେ ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଜିଲ୍ଲା ଶିକ୍ଷାଧିକାରୀ ଛୁଟିରେ ଥିବାରୁ ଘଟଣାସ୍ଥଳରେ ପୁରୁଣାବଜାର ଥାନା ପୋଲିସ ସହିତ ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପିଲାମାନଙ୍କୁ ବୁଝାସୁଝା କରିବା ପରେ ପିଲାମାନେ ଆନ୍ଦୋଳନରୁ ନିବୃତ୍ତ ହୋଇଥିବା ଜଣାପଡିଛି । ତେବେ ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : TEACHER CONFLICT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 10.12.2019

ANCHOR : ଭଦ୍ରକ ଜିଲ୍ଲା ସ୍କୁଲରେ ଶିକ୍ଷକ ବଦଳିକୁ ନେଇ ଗତ କିଛି ଦିନ ଧରି ବାଦ ବିବାଦ ବଢିବାରେ ଲାଗିଛି। ଚଳିତ ଡିସେମ୍ବର 5 ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ବିଦ୍ୟାଳୟର 3 ଜଣ ଶିକ୍ଷକଙ୍କୁ ବଦଳି କରିଥିବାକୁ ନେଇ କେତେକ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବଦଳି ନିର୍ଦେଶ ବାତିଲ ଦାବୀରେ ଛାତ୍ରଛାତ୍ରୀ ମାନେ ପ୍ରଥମେ ବିଦ୍ୟାଳୟରେ ଓ ପରେ ବିଦ୍ୟାଳୟ ଠାରୁ ଶୋଭାଯାତ୍ରାରେ ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେେ। Body:ଜିଲ୍ଲା ଶିକ୍ଷାଧିକାରୀ ଛୁଟିରେ ଥିବାରୁ ଘଟଣା ସ୍ଥଳରେ ପୁରୁଣାବଜାର ଥାନା ପୁଲିସ ସହିତ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପିଲାମାନଙ୍କୁ ବୁଝାସୁଝା କରିବା ପରେ ପିଲାମାନେ ଆନ୍ଦୋନରୁ ନିବୃତ୍ତ ହୋଇଥିବା ଜଣାପଡିଛି। ତେବେ ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.