ETV Bharat / state

ବନ୍ୟାଞ୍ଚଳରେ ଫସିଥିଲେ ଗର୍ଭବତୀ, ଉଦ୍ଧାର କଲା NDRF ଟିମ୍

ଭଦ୍ରକରେ ଶୁକ୍ରବାର ଜଳେ ଗର୍ଭବତୀ ମହିଳାଙ୍କୁ ବନ୍ୟା ପାଣି ଘେରରୁ ଉଦ୍ଧାର କଲେ ଏନଡିଆରଏଫ ଟିମ୍।

author img

By

Published : Aug 28, 2020, 10:51 AM IST

Updated : Aug 28, 2020, 11:25 AM IST

pregnant women  rescue
ବନ୍ୟା ପାଣି ଘେରରୁ ଉଦ୍ଧାର ହେଲେ ଗର୍ଭବତୀ ମହିଳା

ଭଦ୍ରକ: ବନ୍ୟା ପାଣି ଘେରରୁ ଉଦ୍ଧାର ହେଲେ ଗର୍ଭବତୀ ମହିଳା। ଭଦ୍ରକରେ ଶୁକ୍ରବାର ଜଳେ ଗର୍ଭବତୀ ମହିଳାଙ୍କୁ ବନ୍ୟା ପାଣି ଘେରରୁ ଉଦ୍ଧାର କଲେ ଏନଡିଆରଏଫ ଟିମ୍।

ଖବର ଅନୁଯାୟୀ, ଭଣ୍ଡାରିପୋଖରୀ ବ୍ଲକ ଜଳହରି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଏହି ଗ୍ରାମଟି ବାହ୍ୟଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି। ଏହିପରି ସ୍ଥିତିରେ ସେଠାରେ ଜଣେ ଗର୍ଭବତୀ ମହିଳା ଫଶିଯାଇଥିଲେ।

ଗର୍ଭବତୀ ମହିଳାଙ୍କୁ ବନ୍ୟା ପାଣି ଘେରରୁ ଉଦ୍ଧାର କଲେ ଏନଡିଆରଏଫ ଟିମ୍

ଏନେଇ ସ୍ଥାନୀୟ ଲୋକେ ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନକୁ ସୂଚନା ଦେଇଥିଲେ। ଖବର ପାଇ ପ୍ରଶାସନ ପକ୍ଷରୁ ଏନଡିଆରଏଫ ଟିମକୁ ସେଠାକୁ ପଠାଯାଇ ଗର୍ଭବତୀ ମହିଳାଙ୍କୁ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯିବାର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Aug 28, 2020, 11:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.