ETV Bharat / state

ଜମୁଛି ଭଦ୍ରକ କାଳିପୂଜା, ‘ପୁଣ୍ୟଳୟା’ ଲୋକାର୍ପିତ

author img

By

Published : Nov 7, 2019, 10:42 PM IST

ହୀରକ ଜୟନ୍ତୀ ଅବସରରେ ଆମ କାଳୀପୂଜା କମିଟିର ପୁସ୍ତକ ପୁଣ୍ୟଳୟାକୁ ଅତିଥି ମାନେ ଲୋକାର୍ପଣ କରିଥିଲେ ।

ଜମୁଛି ଭଦ୍ରକ କାଳିପୂଜା

ଭଦ୍ରକ: ଜିଲ୍ଲାର ବାସୁଦେବପୁର ପୌରପାଳିକା ସ୍ଥିତ 'ଆମକାଳୀ ପୂଜା କମିଟି'କୁ ଚଳିତବର୍ଷ 75 ବର୍ଷ ପୂରିଛି । ଏହି ଅବସରରେ ହୀରକ ଜୟନ୍ତି ଉତ୍ସବ ଅନୁଷ୍ଠିତ ହୋଇଛି ।

ଜମୁଛି ଭଦ୍ରକ କାଳିପୂଜା

ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତ ରାଏ ଯୋଗ ଦେଇଥିଲେ ।

ହୀରକ ଜୟନ୍ତୀ ଅବସରରେ ଆମ କାଳୀପୂଜା କମିଟିର ପୁସ୍ତକ ପୁଣ୍ୟଳୟାକୁ ଅତିଥି ମାନେ ଲୋକାର୍ପଣ କରିଥିଲେ । ଏହା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହା ଆଡମ୍ବରରେ ପାଳନ ହୋଇଥିବା ଏହି ହୀରକ ଜୟନ୍ତୀ ସମାରୋହରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ ବାସୁଦେବପୁରର ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : KALIPUJA CELEBRATION
FORMAT : AVO
REPORT : DEBASIS MOHAPATRA / BHADRAK
DATE : 07.11.2019

ANCHOR : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଆମକାଳୀ ପୂଜା କମିଟିକୁ ଚଳିତ ବର୍ଷ 75 ବର୍ଷ ପୂର୍ଣ୍ଣ ହୋଇଛି। ଏହି ଅବସରରେ ହୀରକ ଜୟନ୍ତି ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ସମାରୋହରେ ମୂଖ୍ୟ ଅତିଥି ଭାବରେ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଯୋଗ ଦେଇ ପ୍ରଦିପ ପ୍ରଜ୍ୱଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାଏଙ୍କ ସମେତ ବହୁ ମାମ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। Body:ହୀରକ ଜୟନ୍ତୀ ଅବସରରେ ଆମ କାଳୀପୂଜା କମିଟିର ପୁସ୍ତକ ପୁଣ୍ୟଳୟାକୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ଏହା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ୱଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ମହା ଆଡମ୍ବରରେ ପାଳନ ହୋଇଥିବା ଏହି ହୀରକ ଜୟନ୍ତୀ ସମାରୋହ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମରେ ବାସୁଦେବପୁର ର ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.