ETV Bharat / state

ଭଦ୍ରକର କେମିକାଲ ଫ୍ୟାକ୍ଟ୍ରିରେ ନିଆଁ, କାରଣ ଅସ୍ପଷ୍ଟ

ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ଏରେଇଁ ପଞ୍ଚାୟତ ଅନ୍ତର୍ଗତ ବିଶାଣିଖୋରଦା ଗ୍ରାମରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ । କିଛି ସମୟ ଭିତରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ଆଗକୁ ପଢନ୍ତୁ...

author img

By

Published : Dec 17, 2019, 5:08 AM IST

fire in bhadrak, fire broke in chemical factory, bhadrak latest news, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଭଦ୍ରକରେ ନିଆଁ, କେମିକାଲ ଫ୍ୟାକ୍ଟ୍ରିରେ ନିଆଁ
ଭଦ୍ରକର କେମିକାଲ ଫ୍ୟାକ୍ଟ୍ରିରେ ନିଆଁ, କାରଣ ଅସ୍ପଷ୍ଟ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ଏରେଇଁ ପଞ୍ଚାୟତ ଅନ୍ତର୍ଗତ ବିଶାଣିଖୋରଦା ଗ୍ରାମରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ । କିଛି ସମୟ ଭିତରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ସୂଚନା ଅନୁଯାୟୀ ସୋମବାର ରାତିରେ ଗାଁର ଶରତ ମଲ୍ଲିକଙ୍କ ସମ୍ପୃକ୍ତ କେମିକାଲ ଫ୍ୟାକ୍ଟ୍ରିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ।

ନିଆଁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ନିଆଁ ଏତେ ଶକ୍ତିଶାଳୀ ଥିଲା ଯେ କ୍ଷଣିକ ମଧ୍ୟରେ ଫ୍ୟାକ୍ଟ୍ରିର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଭଦ୍ରକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.