ETV Bharat / state

Panchayat Poll: ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବ୍ୟାପକ ପ୍ରସ୍ତୁତି

author img

By

Published : Feb 15, 2022, 6:13 PM IST

ଶାନ୍ତିଶୃଙ୍ଖଳା ଭାବେ ନିର୍ବାଚନ ପାଇଁ ପୋଲିଂ ପାର୍ଟି ସହ ପୋଲିସ କର୍ମୀଙ୍କୁ ମୁତୟନ କରାଯାଉଛି । ଜିଲ୍ଲାରେ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ ଉପରେ ସ୍ବତନ୍ତ୍ର ନଜର ରଖାଯିବା ସହ ପୋଲିସ ବ୍ୟବସ୍ଥା କଡାକଡି କରାଯିବ। ଅଧିକ ପଢନ୍ତୁ

ପ୍ରଥମ ପର୍ଯ୍ୟାୟ ମତଦାପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବ୍ୟାପକ ପ୍ରସ୍ତୁତିନ ପାଇଁ ବ୍ୟାପକ ପ୍ରସ୍ତୁତି
ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବ୍ୟାପକ ପ୍ରସ୍ତୁତି

ଭଦ୍ରକ: ରାତି ପାହିଲେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପଡିବ ଭୋଟ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଭଦ୍ରକ ଓ ବନ୍ତ ବ୍ଲକରେ ପଡିବ ଭୋଟ । ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି।

ଶାନ୍ତିଶୃଙ୍ଖଳା ଭାବେ ନିର୍ବାଚନ ପାଇଁ ପୋଲିଂ ପାର୍ଟି ସହ ପୋଲିସ କର୍ମୀଙ୍କୁ ମୁତୟନ କରାଯାଉଛି । ଜିଲ୍ଲାରେ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ ଉପରେ ସ୍ବତନ୍ତ୍ର ନଜର ରଖାଯିବା ସହ ପୋଲିସ ବ୍ୟବସ୍ଥା କଡାକଡି କରାଯିବ। ସୁରକ୍ଷା ଦୃଷ୍ଟିରୁ 43 ଟି ମୋବାଇଲ ପାର୍ଟିକୁ ମୁତୟନ କରାଯିବ। ଦୁଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସହ ପୋଲିସ ଅଫିସରଙ୍କୁ ନିଯୁକ୍ତ କରାଯିବ।

କିଭଳି ଶାନ୍ତିଶୃଙ୍ଖଳା ରକ୍ଷା କରି ନିର୍ବାଚନ ସମାପନ ହେବ ସେଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତେ ଶୃଙ୍ଖଳିତ ଭାବେ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଭଦ୍ରକ ଏସପି ଚରଣ ସିଂ ମୀନା ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.