ETV Bharat / state

ପାଞ୍ଚ ଦଫା ଦାବି ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

author img

By

Published : Jan 16, 2020, 9:20 PM IST

ବିଭିନ୍ନ ସମସ୍ୟା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ 5 ଦଫା ପୂରଣ ନେଇ ବର୍ଷିଛି କଂଗ୍ରେସ । ଅଧିକ ପଢନ୍ତୁ...

congress press meet
କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ: ବିଭିନ୍ନ ସମସ୍ୟା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କଂଗ୍ରେସ ମିଡ଼ିଆ ସେଲର ଅଧକ୍ଷ ସତ୍ୟପ୍ରକାଶ ନାୟକ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀ ପରିଚାଳନା କରିଥିଲେ ।

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ଭଦ୍ରକ ସ୍ଵଂୟଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିବର୍ତ୍ତନ, ଜିଲ୍ଲାରେ କ୍ରୀଡାର ବିକାଶ, ଫେକର ପାୱାର ପ୍ଲାଣ୍ଟରେ ହେଉଥିବା ଅନିୟମିତତା ବନ୍ଦ ଓ ସରକାରୀ ଜମି ଜବରଦଖଲକାରୀଙ୍କୁ ଉଚ୍ଛେଦ ପରି ପାଞ୍ଚ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଛି।

ଏକ ମାସ ମଧ୍ୟରେ ଏହି ଦାବି ପୂରଣ ଦିଗରେ ପ୍ରଶାସନ ପକ୍ଷରୁ ବିଶ୍ଵାସଯୋଗ୍ୟ ପଦକ୍ଷେପ ଗ୍ରହଣ କରାନଗଲେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ହେବ ବୋଲି ଚେତାବନୀ ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : CONGRESS PRESS MEET
FORMAT : AVB
REPORT : DEBASIS MOHAPATRA / BHADRAK
DATE : 16.01.2020

ANCHOR : ଭଦ୍ରକ ଜିଲ୍ଲା ର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କଂଗ୍ରେସ ମିଡ଼ିଆ ସେଲ ର ଅଧକ୍ଷ ସତ୍ୟପ୍ରକାଶ ନାୟକ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀ ପରିଚାଳନା କରିଥିଲେ। Body:ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ଭଦ୍ରକ ସ୍ଵଂୟଶାସିତ ମହାବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ ରେ ପରିବର୍ତ୍ତନ, ଜିଲ୍ଲାରେ କ୍ରୀଡାର ବିକାଶ, ଫେକର ପାୱାର ପ୍ଲାଣ୍ଟରେ ହେଉଥିବା ଅନିୟମିତତା ବନ୍ଦ ଓ ସରକାରୀ ଜମି ଜବରଦଖଲ କାରୀଙ୍କୁ ଉଚ୍ଛେଦ ପରି, ପଞ୍ଚ ଦଫା ଦାବି ଏହି ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ପକ୍ଷରୁ କରାଯାଇଛି। ଏକ ମାସ ମଧ୍ୟରେ ଏହି ଦାବୀ ପୂରଣ ଦିଗରେ ପ୍ରଶାସନ ପକ୍ଷରୁ ବିଶ୍ଵାସଯୋଗ୍ୟ ପଦକ୍ଷେପ ଗ୍ରହଣ କରାନଗଲେ, କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ହେବ ବୋଲି ଚେତାବନୀ ଦିଆଯାଇଛି।
Bite : ସତ୍ୟପ୍ରକାଶ ନାୟକ_କଂଗ୍ରେସ ମିଡ଼ିଆ ସେଲ ଅଧକ୍ଷConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.