ETV Bharat / state

ଚୋରା କୋଇଲା ଗୋଦାମରେ ଚଢାଉ, ଜଣେ ଗିରଫ

ବଢୁଛି କୋଇଲା ଚୋରା ଚାଲାଣ । କୋଇଲା ଜବତ ସହ ଜଣଙ୍କୁ ଗିରଫ କଲା ପୋଲିସ । ତଦନ୍ତ ଜାରି । ଅଧିକ ପଢନ୍ତୁ....

author img

By

Published : Oct 16, 2020, 7:00 AM IST

coal sized in bhadrak
କୋଇଲା ଜବତ , ଜଣେ ଗିରଫ

ଭଦ୍ରକ: ଚୋରା କୋଇଲା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ଭଦ୍ରକ ବଳରାମପୁରର ଏକ ଘରେ ଚୋରା କୋଇଲା ଥିବା ନେଇ ପୋଲିସ ଖବର ପାଇଥିଲା । ପରେ ଏକ ସ୍ଵତନ୍ତ୍ର ସ୍କାର୍ଡ ଗଠନ କରି ସେଠାରେ ଚଢାଉ କରିଥିଲା। ଏହି ସମୟରେ ସେଠାରେ ବିପୁଳ ପରିମାଣର ଚୋରା କୋଇଲା ଗଚ୍ଛିତ ଥିବା ସୁରାକ ପାଇଥିଲା ପୋଲିସ ।ଏହି ଘଟଣାରେ ଲକ୍ଷ୍ମଣ ଘଡିଆ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଥିଲା ।

କୋଇଲା ଜବତ , ଜଣେ ଗିରଫ

ତେବେ ବାସୁଦେବପୁର ଅଞ୍ଚଳରେ ଦିନକୁ ଦିନ ଚୋରା କୋଇଲା କାରବାର ବୃଦ୍ଧି ପାଉଥିବା ବେଳେ ଏହାର ମାଷ୍ଟର ମାଇଣ୍ଡକୁ ଏପର୍ଯ୍ୟନ୍ତ ଧରିପାରୁନାହିଁ ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.