ETV Bharat / state

ଆରପାରିରେ ବିଧାୟକ ବ୍ୟୋମକେଶ ରାୟଙ୍କ ପତ୍ନୀ

author img

By

Published : Feb 2, 2020, 9:32 PM IST

Updated : Feb 3, 2020, 5:55 PM IST

ଆରପାରିରେ ବିଧାୟକ ବ୍ୟୋମକେଶ ରାୟଙ୍କ ପତ୍ନୀ । ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ବିଭିନ୍ନ ମହଲରେ ଶୋକର ଛାୟା । ଅଧିକ ପଢନ୍ତୁ...

Bjd mla Byomakesh ray wife dead
Bjd mla Byomakesh ray wife dead

ଭଦ୍ରକ: ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ବ୍ୟୋମକେଶ ରାୟଙ୍କ ପତ୍ନୀ ନୀଳିମା ରାୟଙ୍କ ବିୟୋଗ ହୋଇଛି । ରବିବାର ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଖବର ଅନୁଯାୟୀ କିଛି ଦିନ ତଳେ ନୀଳିମାଙ୍କ ଏକ ଅସ୍ତ୍ରୋପଚାର କରାଯାଇଥିଲା ।

ଆରପାରିରେ ବିଧାୟକ ବ୍ୟୋମକେଶ ରାୟଙ୍କ ପତ୍ନୀ

ଏହାପରେ ସେ ସୁସ୍ଥ ଥିଲେ। ହେଲେ ହଠାତ ପୁଣିଥରେ ଅସୁସ୍ଥତା ଅନୁଭବ କରିବାରୁ ତୁରନ୍ତ ତାଙ୍କୁ ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଅବନତି ଘଟି ସଙ୍କଟାପନ୍ନ ହୋଇଯାଇଥିଲେ । ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ନିଳିମାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିନଥିଲା । ରବିବାର ତାଙ୍କର ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ 2014 ମସିହାରେ ବ୍ୟୋମକେଶ ରାୟ ପ୍ରଥମ ଥର ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚିତ ହେବାର କିଛି ମାସ ପୂର୍ବରୁ ନୀଳିମାଙ୍କ ସହ ବିବାହ କରଥିଲେ । ରବିବାର ଏହି ଦୁଃଖଦ ଖବର ଜଣାପଡିବା ପରେ ଚାନ୍ଦବାଲି ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : MLA WIFE
FORMAT : AVO
REPORT : DEBASIS MOHAPATRA / BHADRAK
DATE : 02.01.2020

ANCHOR : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ବ୍ୟାମକେଶ ରାୟ ଙ୍କ ପତ୍ନୀ ନୀଳିମା ରାୟ ଙ୍କ ବିୟୋଗ। ଆଜି ଭୁବନେଶ୍ଵର ଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ କିଛି ଦିନ ତଳେ ନୀଳିମାଙ୍କର ଏକ ସାମାନ୍ୟ ଅସ୍ତ୍ରୋପଚାର କରାଯାଇଥିଲା। ଏହାପରେ ସେ ସୁସ୍ଥ ଥିଲେ। ହେଲେ ହଠାତ ସେ ଅସୁସ୍ଥତା ଅନୁଭବ କରିବାରୁ, ତୁରନ୍ତ ତାଙ୍କୁ ଭୁବନେଶ୍ଵର ଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। Body:ହେଲେ ବିଧିର ବିଡମ୍ବନା। ଚିକିତ୍ସାଧିନ ଅବସ୍ତାରେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ ଅବନତି ଘଟି, ହଠାତ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ଡାକ୍ତର ଙ୍କ ସମସ୍ତ ପ୍ରଚେଷ୍ଟା ସତ୍ଵେ ତାଙ୍କର ଅକାଳ ବିୟୋଗ ହୋଇଯାଇଛି। 2014 ମସିହାରେ ବ୍ୟାମକେଶ ରାୟ ପ୍ରଥମ ଥର ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚିତ ହେବାର କିଛି ମାସ ପୂର୍ବରୁ ତାଙ୍କର ନୀଳିମା ଙ୍କ ସହ ବିବାହ ହୋଇଥିଲା। ଏହି ଦୁଃଖଦ ଖବର ଜଣାପଡିବା ପରେ ଚାନ୍ଦବାଲି ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।Conclusion:
Last Updated : Feb 3, 2020, 5:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.