ETV Bharat / state

ବାଇକ ଦୁର୍ଘଟଣାରେ 2ମୃତ, ଜଣେ ଆହତ

author img

By

Published : Nov 26, 2019, 8:49 AM IST

Updated : Nov 26, 2019, 9:07 AM IST

ଗତକାଲି ବିଳମ୍ବିତ ରାତିରେ ଭାରସାମ୍ଯ ହରାଇ ଗଛରେ ପିଟି ହେଲା ବାଇକ । ଘଟଣାରେ 2 ମୃତ ଜଣେ ଆହତ ହୋଇଛନ୍ତି ।

bike accident
ବାଇକ ଦୁର୍ଘଟଣାରେ 2ମୃତ, ଜଣେ ଆହତ

ଭଦ୍ରକ: ବାଂଶଗଡା ଥାନା ନୂଆଗାଁ ନିକଟରେ ବାଇକ ଦୁର୍ଘଟଣା । ଘଟଣାରେ 2 ମୃତ ଓ ଜଣେ ଆହତ । ସ୍ଥାନୀୟ ନଳଗୋହିରା ଗାଁର ଅଶୋକ ଦାସ, ବଳରାମ ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଆନନ୍ଦ ନାୟକ ଆହତ ହୋଇଛନ୍ତି ।

ବାଇକ ଦୁର୍ଘଟଣାରେ 2ମୃତ, ଜଣେ ଆହତ

ଗତକାଲି ରାତିରେ ତିନିଜଣ ଯୁବକ ବାଇକ ଯୋଗେ ମତୋ-ନଲୋଗୋହରା ରାସ୍ତାରେ ଫେରୁଥିବାବେଳେ ନୂଆଗାଁ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଫଳରେ ବାଇକରେ ଥିବା ତିନି ଜଣ ଗୁରୁତର ଆହତ ହୋଇଥିଲେ ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିବା ସହ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣକ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ କଟକ ସ୍ଥାନାନ୍ତର କରିଥିଲେ । ତେବେ କଟକରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ACCIDENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 26.11.2019

ANCHOR : ବାଇକ ଦୁର୍ଘଟଣା ଦୁଇ ମୃତ୍ୟୁ, ଜଣେ ଆହତ । ଭଦ୍ରକ ଜିଲ୍ଲା ବାଂଶଗଡା ଥାନା ନୂଆଗାଁ ନିକଟରେ ବାଇକ ଦୁର୍ଘଟଣାରେ ଦୁଇଜଣ ମୃତ୍ୟୁ ଜଣେ ଆହତ । ଗତକାଲି ବିଳମ୍ବିତ ରାତିରେ ତିନିଜଣ ଯୁବକ ଏକ ବାଇକ ଯୋଗେ ମତୋ-ନଲୋଗୋହରା ରାସ୍ତାରେ ଫେରୁଥିବା ବେଳେ ନୂଆଗାଁ ନିକଟରେ ବାଇକ ଟି ଭାରସମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ବାଇକ ରେ ଥିବା ତିନିଜଣ ଯୁବକ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ଜଣକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଆଉ ଦୁଇ ଜଣକ ଅବସ୍ଥା ଗୁରୁତ୍ୱର ଥିବାରୁ ତାଙ୍କୁ ତୁରନ୍ତ କଟକ ରେଫର କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ରହିଥିଲା । Body:ତେକେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ରାତି 1.30 ରେ ଆଉ ଜଣକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ତେବେ ମୃତକ ଦୁଇଜଣ ଅଶୋକ ଦାସ , ବଳରାମ ନାୟକ ବୋଲି ଜଣାପଡ଼ିଥିବା ବେଳେ ଆହତ ହେଉଛନ୍ତି ଆନନ୍ଦ ନାୟକ। ତେବେ ସମସ୍ତେ ସ୍ଥାନୀୟ ନଳଗୋହିରା ଗାଁରେ ବୋଲି ଜଣାପଡିଛି ।Conclusion:
Last Updated : Nov 26, 2019, 9:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.