ETV Bharat / state

କଳା ପଲସର ଆତଙ୍କ, ଝାମ୍ପି ନେଲେ ଦେଢ ଲକ୍ଷ - loot in bhadrak

ବ୍ୟାଙ୍କ ସମ୍ମୁଖରୁ ଲୁଟ୍ । ଟଙ୍କା ଡିପୋଜିଟ ପାଇଁ ଆସି ଲୁଟର ଶିକାର ହେଲେ ବ୍ୟକ୍ତି । କଳା ପଲସରରେ 2ଲୁଟେରା ଆସି ଏଭଳି କାଣ୍ଡ ଭିଆଇଛନ୍ତି ଭଦ୍ରକର ଭଣ୍ଡାରୀ ପୋଖରୀ ଅଞ୍ଚଳରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

_loot
ଭଦ୍ରକରେ କଳାପଲସର ଆତଙ୍କ, ଝାମ୍ପି ନେଲେ ଦେଢ ଲକ୍ଷ ଟଙ୍କା
author img

By

Published : Dec 27, 2019, 7:29 PM IST

ଭଦ୍ରକ: ଭଣ୍ଡାରୀ ପୋଖରୀ ଅଞ୍ଚଳରେ କଳା ପଲସର ଆତଙ୍କ । କଳା ପଲସରରେ ଆସି ଦୁର୍ବୃତ୍ତ ଝାମ୍ପି ନେଲେ ଦେଢଲକ୍ଷ ଟଙ୍କା । ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ମଞ୍ଜୁରୀରୋଡ ସ୍ଥିତ ଆହ୍ଲାବାଦ ବ୍ୟାଙ୍କ ଶାଖା ସମ୍ମୁଖରୁ ଏଭଳି ଲୁଟ୍ ହୋଇଛି । ଧରା ପଡିଯିବା ଭୟରେ ବାଇକ ଛାଡି ଚାଲିଗଲେ ଯୁବକ ।

ଭଦ୍ରକରେ କଳାପଲସର ଆତଙ୍କ, ଝାମ୍ପି ନେଲେ ଦେଢ ଲକ୍ଷ ଟଙ୍କା

ସୂଚନା ଅନୁସାରେ, ବ୍ୟବସାୟୀ ଅଗେଇ ବେହେରା ସ୍ଥାନୀୟ ଆହ୍ଲାବାଦ ବ୍ୟାଙ୍କକୁ ଦେଢଲକ୍ଷ ଟଙ୍କା ଡିପୋଜିଟ ପାଇଁ ଯାଇଥିଲେ । ବ୍ୟାଙ୍କ ଗେଟ ନିକଟ ଚେୟାରରେ ବସିଥିବା ବେଳେ ହଠାତ୍ ଦୁଇଜଣ ଦୁର୍ବୃତ୍ତ ଆସି ଟଙ୍କା ବ୍ୟାଗ ଝାମ୍ପିନେଇ ପଲସର ବାଇକରେ ଖସିଯିବାକୁ ପାଇଁ ଉଦ୍ୟମ କରିଥିଲେ ।

ହେଲେ ସ୍ଥାନୀୟ ଲୋକେ ପିଛା କରିବାରୁ ଉଭୟ ଲୁଟେରା ବାଇକକୁ ଛାଡି ପଳାଇଛନ୍ତି । ଲୁଟରେ ବ୍ୟବହାର ହୋଇଥିବା ବାଇକଟି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳର ବୋଲି ଜଣାପଡିଛି । ଅନ୍ୟପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ଭଣ୍ଡାରିପୋଖରୀ ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : LOOT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 27.12.2019

ANCHOR : ଲୁଟିନେଲେ ଦେଢ ଲକ୍ଷ। ଲୁଟ କରିବା ପରେ ବାଇକ ଛାଡି ପଳେଇଲେ ଲୁଟେରା। କଳା ପଲସର ରେ ଆସି ଝାମ୍ପି ନେଲେ ଦେଢ଼ ଲକ୍ଷ ଟଙ୍କା। ଲୁଟ ପରେ ପଲସର ବାଇକ ଛାଡ଼ି ଚାଲିଗଲେ ଲୁଟେରା। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ସ୍ଥିତ ଆଲ୍ହାବାଦ ବ୍ୟାଙ୍କ ଶାଖା ସମ୍ମୁଖରୁ ଝାମ୍ପିନେଲେ କଳା ପଲସର ରେ ଆସିଥିବା ଦୁଇ ଦୃବୁର୍ତ୍ତ। ମଞ୍ଜୁରୀରୋଡ଼ ର ବ୍ୟବସାୟୀ ଅଗେଇ ବେହେରା ଅଂଚଳର ଶଙ୍କର୍ଷଣ ପଣ୍ଡା ବ୍ୟାଙ୍କ କୁ ଦେଢ଼ଲକ୍ଷ ଟଙ୍କା ଡିପୋଜିଟ ପାଇଁ ଯାଇଥିଲେ। ବ୍ୟାଙ୍କ ଗେଟ ନିକଟ ଚେୟାର ରେ ବସିଥିବା ବେଳେ ଦୁଇ ଜଣ ଟଙ୍କା ବ୍ୟାଗ ଝାମ୍ପିନେଇ ପଲସର ବାଇକ ରେ ପଳାଇଯିବା ପାଇଁ ଉଦ୍ୟମ କରିଥିଲେ। ହେଲେ ସ୍ଥାନୀୟ ଲୋକେ ପିଛା କରିବାରୁ ଲୁଟେରା ବାଇକ ଟିକୁ ଛାଡି ପଳେଇଛନ୍ତି। ଲୁଟ ରେ ବ୍ୟବହାର ହୋଇଥିବା ବାଇକଟି କେଉଁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳର ବୋଲି ଜଣାପଡିଛି। Body:ଲୁଟେରା ଛାଡି ପଳେଇଥିବା ବାଇକକୁ ନେଇ ଭଣ୍ଡାରିପୋଖରୀ ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.