ETV Bharat / state

ବିଜେପୁରରେ ବିଜେପିକୁ ଝଟକା, ସମର୍ଥକଙ୍କ ସହ ବିଜେପି ନେତ୍ରୀ ବିଜେଡିରେ ସାମିଲ - bjp leader joins bjd in bijepur

ବିଜେପୁର ଉପନିର୍ବାଚନ ପୂର୍ବରୁ ପୁଣି ବିଜେପିକୁ ଝଟକା । ବିଜେପି ଛାଡି ବିଜେଡିରେ ଯୋଗଦେଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶକୁନ୍ତଳା ମହାପାତ୍ର । ତାଙ୍କ ସହିତ 35 ଜଣ ମହିଳା କର୍ମୀ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Oct 17, 2019, 12:50 PM IST

Updated : Oct 17, 2019, 1:14 PM IST

ବରଗଡ: ବିଜେପୁର ଉପନିର୍ବାଚନ ପୂର୍ବରୁ ପୁଣି ବିଜେପିକୁ ଝଟକା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶକୁନ୍ତଳା ମହାପାତ୍ର । ତାଙ୍କ ସହିତ 35 ଜଣ ମହିଳା କର୍ମୀ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ମୁଖ୍ୟମନ୍ତ୍ରୀ ଆଜି ବିଜେପୁର ଗସ୍ତରେ ଯାଇଥିବାବେଳେ ତାଙ୍କ ଉପସ୍ଥିତିରେ ଲାଉମୁଣ୍ଡାରେ 35 ଜଣ ମହିଳା ସମର୍ଥକଙ୍କ ସହ ଶକୁନ୍ତଳା ବିଜେଡିରେ ଯୋଗଦେଇଛନ୍ତି । 25 ବର୍ଷ ହେବ ବିଜେପିରେ ଥିଲେ ବି ତାଙ୍କୁ ଦଳ ଅଣଦେଖା କରିବା ଅଭିଯୋଗରେ ସେ ଦଳ ଛାଡି ବିଜେଡିରେ ଯୋଗ ଦେଇଥିବା କହିଛନ୍ତି । ପୂର୍ବରୁ ବିଜେପି ନେତା ଅଶୋକ ପାଣିଗ୍ରାହୀ ମଧ୍ୟ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ବିଜେପିରୁ ଇସ୍ତଫା ଦେଇଥିଲେ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

Intro:111

Body:222

Conclusion:
Last Updated : Oct 17, 2019, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.