ETV Bharat / state

କ୍ୟାନସର୍ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ ସାଂସଦ

author img

By

Published : Dec 21, 2020, 9:37 PM IST

ବରଗଡ ଜିଲ୍ଲାରେ ପ୍ରସ୍ତାବିତ କ୍ୟାନ୍ସର ହସ୍ପିଟାଲକୁ ଟାଟା ମେମୋରିଆଲ ହସ୍ପିଟାଲ ଓ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନ ଢାଞ୍ଚାରେ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ । ଅଧିକ ପଢନ୍ତୁ...

bargarh mp suresh pujari letter to cm for cancer hospital
କ୍ୟାନ୍ସର ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବରଗଡ ସାଂସଦ

ବରଗଡ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବରଗଡ ସାଂସଦ ସୁରେଶ ପୂଜାରୀ । ବରଗଡରେ ଏକ ଅତ୍ୟାଧୁନିକ କ୍ୟାନସର ହସପିଟାଲ ନିର୍ମାଣ ପାଇଁ ଦାବି କରିଛନ୍ତି ।

ଜିଲ୍ଲାରେ ପ୍ରସ୍ତାବିତ କ୍ୟାନ୍ସର ହସ୍ପିଟାଲକୁ ଟାଟା ମେମୋରିଆଲ ହସ୍ପିଟାଲ ଓ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନ ଢାଞ୍ଚାରେ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ । ଏହା ସହ ଏହି ମାରାତ୍ମକ କ୍ୟାନସରର କାରଣ ଓ ନିରାକରଣ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ମଧ୍ୟ ସେ ଦାବି କରିଛନ୍ତି । ବରଗଡ ଜିଲ୍ଲାରେ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ବହୁ ମାତ୍ରାରେ ବଢି ବଢି ଯାଉଥିବା ବେଳେ ଅଞ୍ଚଳବାସୀ ଏକ ସ୍ବତନ୍ତ୍ର ହସ୍ପିଟାଲ ଦାବିରେ ବହୁ ବାର ଆନ୍ଦୋଳନ କରିଆସିଛନ୍ତି ।

କ୍ୟାନସର୍ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ ସାଂସଦ
କ୍ୟାନସର୍ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ ସାଂସଦ

ମୁଖ୍ୟମନ୍ତ୍ରୀ ନିଜେ ବରଗଡବାସୀଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି କିନ୍ତୁ ମେଡିକାଲ ନିର୍ମାଣ କାମ ଆରମ୍ଭ ହୋଇନାହିଁ । ଫଳରେ ବହୁ କ୍ୟାନସର ରୋଗୀ ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡୁଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.