ETV Bharat / state

ଭିଣୋଇଙ୍କ ସହ ବୁଲିଲେ ବୋଲି ଲଣ୍ଡା କଲେ ଗ୍ରାମବାସୀ

author img

By

Published : Aug 23, 2019, 11:51 PM IST

ବାଲେଶ୍ବରରେ ଅଭାବନୀୟ ଦୃଶ୍ୟ । ସମ୍ପର୍କୀୟ ଭିଣୋଇଙ୍କ ସହ ବୁଲିଲେ ବୋଲି ମହିଳାଙ୍କୁ ଅଧା ଲଣ୍ଡା କଲେ ଗାଁ ଲୋକ । ପୋଲିସର ତଦନ୍ତ ଜାରି

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ସମ୍ପର୍କୀୟ ଭିଣୋଇଙ୍କ ସହ ବୁଲିବା ଯୋଗୁଁ ଜଣେ ମହିଳାଙ୍କୁ ଲଣ୍ଡା କରି ବୁଲାଇବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ 5 ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଥିବା ଜଣାପଡିଛି। ଏମିତି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧିନ ସାନକାଳିଆପଦା ଅଞ୍ଚଳରେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ ସମ୍ପର୍କୀୟ ଭିଣୋଇ ସହିତ ବୁଲିଯିବା ଯୋଗୁଁ ଗ୍ରାମବାସୀ ମହିଳାଙ୍କୁ ଏକ ଫାଳିଆ ଲଣ୍ଡା କରି ଗାଁରେ ବୁଲାଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ଭାଇ ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ଗ୍ରାମର ଦୁଇଜଣ ମହିଳାଙ୍କ ସହ ପାଞ୍ଚ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ପିଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ସମ୍ପର୍କୀୟ ଭିଣେଇଙ୍କ ସହ ବୁଲିବା ଯୋଗୁଁ ଜଣେ ମହିଳାଙ୍କୁ ଲଣ୍ଡା କରି ବୁଲାଇବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ 5 ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ସାନକାଳିଆପଦା ଅଞ୍ଚଳରେ।ସମ୍ପର୍କୀୟ ଭିଣୋଇ ସହିତ ବୁଲିଯିବା ଯୋଗୁଁ ଗ୍ରାମବାସୀ ମହିଳାଙ୍କୁ ଏକ ଫାଳିଆ ଲଣ୍ଡା କରି ଗାଁରେ ବୁଲାଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ଭାଇ ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ଗ୍ରାମରେ ଦୁଇଜଣ ମହିଳା ଙ୍କ ସହ ପାଞ୍ଚ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ପିଡ଼ିତାଙ୍କ ଡାକ୍ତରୀମାଇନା କରାଯିବା ସହ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.