ETV Bharat / state

ଡକାୟତି ଯୋଜନା ପଣ୍ଡ, 2 କୁଖ୍ୟାତ ଡକାୟତ ଗିରଫ

author img

By

Published : Oct 18, 2019, 1:23 AM IST

ଜିଲ୍ଲାର ସହଦେଵଖୁଣ୍ଟା ଥାନା ପୋଲିସ ଜାତୀୟ ରାଜପଥରେ ଡକାୟତି ନେଇ ଯୋଜନା କରୁଥିବା ବେଳେ 2ଜଣ ଡକାୟତକୁ ଗିରଫ କରିଛି । ସେମାନଙ୍କ ନାଁରେ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ସ୍ଥାନୀୟ ସହଦେଵଖୁଣ୍ଟା ପୋଲିସ 2 ଜଣ କୁଖ୍ୟାତ ଡ଼କାୟତଙ୍କୁ ଗିରଫ କରିଛି । ସେମାନେ ରାଜପଥରେ ଡକାୟତି ନେଇ ଯୋଜନା କରୁଥିବା ବେଳେ ପୋଲିସ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବିଶେଷ ସୂତ୍ରରୁ ପୋଲିସ ଖବର ପାଇ 2 କୁଖ୍ୟାତ ଡ଼କାୟତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ 2ଟି ବନ୍ଧୁକ, 2ଟି ଅଫୁଟା ଗୁଳି, 18ଶହ ଟଙ୍କା ଜବତ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ସେକ ମାମୁଦ ଓ ରିଣ୍ଟୁ ତରେଇ ।

ଗିରଫ ଦୁଇ ଅଭିଯୁକ୍ତ ଜାତୀୟ ରାଜପଥ ଲୁଟେରା ଓ ପେସାଦାର ଅପରାଧୀ ବୋଲି ଜଣାପଡିଛି । ମାମୁଦ ଜଣେ କୁଖ୍ୟାତ ଅପରାଧୀ ହୋଇଥିବା ବେଳେ ସହଦେଵଖୁଣ୍ଟା ଥାନାରେ ହତ୍ୟା, ରାଜହାନୀ, ଡକାୟତି ଭଳି 9ଟି ଅପରାଧିକ ମାମଲା ତା ବିରୋଧରେ ରହିଛି । ଏହି ଘଟଣାରେ ଆହୁରି 3ଜଣଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ସହଦେଵଖୁଣ୍ଟା ପୋଲିସ 2ଜଣ କୁଖ୍ୟାତ ଡ଼କାୟତଙ୍କୁ ଗିରଫ କରିଛି। ସେମାନେ ରାଜପଥରେ ଡକାୟତି କରୁଥିବା ବେଳେ ପୋଲିସ ଯୋଜନା ପଣ୍ଡ କରିଥିଲା।
ବିଶେଷ ସୂତ୍ରରୁ ପୋଲିସ ଖବର ପାଇ 2 କୁଖ୍ୟାତ ଡ଼କାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 2ଟି ବନ୍ଧୁକ, 2ଟି ଅଫୁଟା ଗୁଳି, 18ଶହ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ ମାମୁଦ ଓ ରିଣ୍ଟୁ ତରେଇ। ଗିରଫ ଦୁଇଜଣ ଜାତୀୟ ରାଜପଥ ଲୁଟେରା ବୋଲି ଜଣାପଡିଛି। ଦୁଇଜଣ ଯାକ ଜଣେ ଜଣେ ପେଷାଦାର ଅପରାଧୀ। ମାମୁଦ ଜଣେ କୁଖ୍ୟାତ ଅପରାଧୀ ହୋଇଥିବା ବେଳେ ସହଦେଵଖୁଣ୍ଟା ଥାନାରେ ହତ୍ୟା, ରାହାଜନୀ, ଡକାୟତି ଭଳି ତା ନାମରେ 9ଟି ଅପରାଧିକ ମାମଲା ରହିଛି। ଗତକାଲି ମାମୁଦ ରାଜପଥରେ ଡକାୟତି କରୁଥିବା ବେଳେ ପୋଲିସ ଖବର ପାଇ ତାକୁ ଗିରଫ କରିଥିଲା। ପରେ ରିଣ୍ଟୁକୁ ଗିରଫ କରାଯାଇଥିଲା। ଏହି ଘଟଣାରେ ଆହୁରି 3ଜଣଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.