ETV Bharat / state

ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣା, ସହଯୋଗୀ ସହ ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Apr 16, 2021, 6:32 AM IST

ବାଲେଶ୍ବର ଟ୍ରଲର ମାଲିକ ବିଜୟ ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣା,   ସହଯୋଗୀ ସହ ମୁଖ୍ୟ ଅଭିଯୁକ୍ତ ଗିରଫଟ୍ରଲର ମାଲିକଙ୍କୁ ହତ୍ୟା ଘଟଣା,   ସହଯୋଗୀ ସହ ମୁଖ୍ୟ ଅଭିଯୁକ୍ତ ଗିରଫ
ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣା, ସହଯୋଗୀ ସହ ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲେଶ୍ବର: ମେରାଇନ ଥାନା ନାଉପାଳଗଡି ଅଞ୍ଚଳରେ ଗତ ମାର୍ଚ୍ଚ ମାସ 15 ତାରିଖ ଟ୍ରଲର ମାଲିକ ବିଜୟ ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଟାଉନ ପୋଲିସ । ମୁଖ୍ୟ ଅଭିଯୁକ୍ତ ସେକ ଇମ୍ରାନ ଓ ସହଯୋଗୀ ବିଶ୍ୱନାଥ ପରିଡାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଟାଉନ ପୋଲିସ ।

ଗତ ମାର୍ଚ୍ଚ ମାସ 15 ତାରିଖ ମିଳିଥିବା ସୂଚନା ଅନୁସାରେ ଟ୍ରଲର ମାଲିକ ବିଜୟ ପ୍ରଧାନ ଓରଫ ଡାକ୍ତର ବାବୁଙ୍କୁ ଗତ ମାସ 15 ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିବାକୁ ଚେଷ୍ଟା ଜାରି ରଖିଥିଲା । ଶେଷରେ ପୋଲିସକୁ ସଫଳତା ମିଳିଛି । ତେବେ ଅଭିଯୁକ୍ତମାନଙ୍କ ଠାରୁ ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, 4ଟି ଗୁଳି, ମୋବାଇଲ ଓ ୩୨ ହଜାର ଟଙ୍କା ଜବତ କରଯାଇଛି । ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.