ETV Bharat / state

ସଡକ ଦୁର୍ଘଟଣାରେ 12 ଆହତ

author img

By

Published : Oct 14, 2019, 8:04 AM IST

ବାଲେଶ୍ବରର ଜଳେଶ୍ବର ନିକଟସ୍ଥ 60 ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । କାର ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ 12 ଜଣ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର: ଜିଲ୍ଲାର ଜଳେଶ୍ବର ଥାନା ଅଧିନସ୍ଥ 60 ନମ୍ବର ଜାତୀୟ ରାଜପଥରେ ଥିବା ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ସଡକ ଦୁର୍ଘଟଣା ଘଟିଛି । କାର ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ 12 ଜଣ ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ପଡୋଶୀ ପଶ୍ଚିମବଙ୍ଗର ଦାନ୍ତୁନ ଅଞ୍ଚଳର ଏକ ଅଟୋରେ 12 ଜଣ କଲ ସେଣ୍ଟର କର୍ମଚାରୀ ଜଳେଶ୍ବରକୁ ଆସୁଥିଲେ । ଏହି ସମୟରେ ବାଲେଶ୍ବର ପଟୁ ଆସୁଥିବା ଏକ କାର ଅଟୋକୁ ଧକ୍କା ଦେବା ଫଳରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହା ଫଳରେ ଅଟୋରେ ଥିବା 12 ଜଣ କର୍ମଚାରୀ ଗୁରୁତର ଆହାତ ହୋଇ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି । ତେବେ 3 ଜଣକ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା 60 ନମ୍ବର ଜାତୀୟ ରାଜପଥ ର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। କାର ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଯୋଗୁଁ 12 ଜଣ ଆହତ ହୋଇଥିବା ଜଣାପଡିଛି।

ପଶ୍ଚିମବଙ୍ଗନ ଦାନ୍ତୁନ ଅଞ୍ଚଳର ଏକ ଅଟୋ ରେ 12 ଜଣ କଲ ସେଣ୍ଟର ର କର୍ମଚାରୀ ଜଳେଶ୍ବର କୁ ଆସୁଥିଲେ। ଏହି ସମୟରେ ବାଲେଶ୍ବର ପଟୁ ଆସୁଥିବା ଏକ କାର ଅଟୋ କୁ ଧକ୍କା ଦେବା ଫଳରେ ଅଟୋ ଟି ଭାରସାମ୍ଯ ହରାଇ ଓଲଟି ପଡିଥିଲା। ଫଳରେ ଅଟୋ ରେ ଥିବା 12 ଜଣ କର୍ମଚାରୀ ଗୁରୁତର ହୋଇ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଭର୍ତ୍ତି ହୋଇ ଥିଲେ। ସେମାନଙ୍କ ମଧ୍ୟରୁ 3 ଜଣକ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.