ETV Bharat / state

ସଡକ ଦୁର୍ଘଟଣାରେ 10 ଶ୍ରମିକ ଗୁରୁତର

author img

By

Published : Feb 3, 2021, 6:55 PM IST

ସଡକ ଦୁର୍ଘଟଣାରେ 10 ଶ୍ରମିକ ଗୁରୁତର । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ..

road accident in baleswar, 10 injurd
ସଡକ ଦୁର୍ଘଟଣାରେ 10 ଶ୍ରମିକ ଗୁରୁତର

ବାଲେଶ୍ଵର : ଜିଲ୍ଲା ଜଳେଶ୍ବର ଚନ୍ଦନେଶ୍ବର ରାସ୍ତାର ସୁଗୋ ଠାରେ ଏକ ଦୁର୍ଘଟଣାରେ 10 ଜଣ ଶ୍ରମିକ ଗୁରୁତର । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସଡକ ଦୁର୍ଘଟଣାରେ 10 ଶ୍ରମିକ ଗୁରୁତର

ସୂଚନା ଅନୁସାରେ, ଶ୍ରମିକଙ୍କୁ ନେଇ ଏକ ଅଟୋ ଜଳେଶ୍ବର ଅଭିମୁଖେ ଯାଉଥିବାବେଳେ ସୁଗୋ ଠାରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଡ୍ରାଇଭର ସମେତ 10 ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଜଳେଶ୍ବର ମେଡିକାଲରେ ଭର୍ତ୍ତି କରାଇଛନ୍ତି । ସେଠାରେ 4 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଶ୍ରମିକମାନେ ଭୋଗରାଇ ନାଚିନ୍ଦା ଅଞ୍ଚଜଳରୁ କାମସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା। ଶ୍ରମିକମାନଙ୍କ ଘର ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳର ବୋଲି ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.