ETV Bharat / state

ଅସହାୟ ବରିଷ୍ଠ ନାଗରିକଙ୍କ ପାଇଁ ହେବ ଓଲ୍ଡେନ ପ୍ୟାଲେସ

author img

By

Published : Jan 19, 2021, 11:02 AM IST

ବାଲେଶ୍ଵର ଡେଭଲପମେଣ୍ଟ ଫୋରମ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ଓଲ୍ଡେନ ପ୍ୟାଲେସରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ସିନ୍ଦୁରି ହର୍ଷପୁରାଠାରେ ଏହାର ଭୂମି ପୂଜନ କରାଯାଇଛି। ଏଥିପାଇଁ ସାମାଜିକ କର୍ମୀ ଲକ୍ଷ୍ମୀ ରଣା ଜମିଦାନ କରିଛନ୍ତି। ଅଧିକ ପଢନ୍ତୁ...

ଅସହାୟ ବରିଷ୍ଠ ନାଗରିକଙ୍କ ପାଇଁ ହେବ ଓଲ୍ଡେନ ପାଲେସ

ବାଲେଶ୍ବର: ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ନିର୍ମାଣ ହେବ ଆଶ୍ରୟ ସ୍ଥଳ। ଏଥିପାଇଁ ସରିଛି ଭୂମି ପୂଜନ। ବାଲେଶ୍ଵର ଡେଭଲପମେଣ୍ଟ ଫୋରମ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ଓଲ୍ଡେନ ପ୍ୟାଲେସରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ସିନ୍ଦୁରି ହର୍ଷପୁରାଠାରେ ଏହାର ଭୂମି ପୂଜନ କରାଯାଇଛି। ଏଥିପାଇଁ ସାମାଜିକ କର୍ମୀ ଲକ୍ଷ୍ମୀ ରଣା ଜମିଦାନ କରିଛନ୍ତି।

ଏହି ଭୂମିପୂଜନ ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସଦର ବିଧାୟକ ସ୍ବରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ। ତେବେ ଭୂମିପୂଜନରେ ସଂଗଠନର ସଭାପତି ବିକ୍ରମ ପଣ୍ଡା ପୂଜାରେ ସଂକଳ୍ପ କରିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.