ETV Bharat / state

ଜାଣନ୍ତୁ, 'ମିଶନ ଶକ୍ତି'ର ଓଡିଶା କନେକସନ୍

ବୁଧବାର ଆଣ୍ଟି ସାଟେଲାଇଟ ମିସାଇଲ 'ମିଶନ ଶକ୍ତି'ର ସଫଳ ପରୀକ୍ଷଣ କରିଛି ଭାରତ । ଭଦ୍ରକ ଜିଲ୍ଲା ଅବଦୁଲ କଲାମ ଦ୍ୱୀପର ୪ନଂ ଲଞ୍ଚପ୍ୟାଡରୁ ହୋଇଛି ଏହି ସଫଳ ପରୀକ୍ଷଣ ।

author img

By

Published : Mar 27, 2019, 6:56 PM IST

Updated : Mar 27, 2019, 7:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ପ୍ରତିରକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ । ବୁଧବାର ଆଣ୍ଟି ସାଟେଲାଇଟ ମିସାଇଲ 'ମିଶନ ଶକ୍ତି'ର ସଫଳ ପରୀକ୍ଷଣ କରିଛି ଭାରତ । ଭଦ୍ରକ ଜିଲ୍ଲା ଅବଦୁଲ କଲାମ ଦ୍ୱୀପର୪ନଂ ଲଞ୍ଚପ୍ୟାଡରୁ A-SATରସଫଳ ପରୀକ୍ଷଣ ହୋଇଛି । ଆଜି ସକାଳ ୧୧ଟା ୧୫ ମିନଟରେ ହୋଇଥିଲା ଏହି ପରୀକ୍ଷଣ ।

୩ଶହ କିଲୋମିଟର ଦୂରରେ ଥିବା ସାଟେଲାଇଟକୁ ହିଟ୍ କରିଥିଲା A-SAT ।ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଭାରତ ବିଶ୍ୱର ଅନ୍ୟତମ ମହାକାଶ ମହାଶକ୍ତି ଭାବେ ପରିଚିତ ହୋଇଛି । ପୂର୍ବରୁଆମେରିକା, ଋଷଓ ଚୀନ ଏହି ସଫଳତା ହାସଲ କରିସାରିଛନ୍ତି । ଭାରତ ଚତୁର୍ଥ ରାଷ୍ଟ୍ର ଭାବରେ ଏହି ଉପଲବ୍ଧି ପାଇଛି । ତେବେ ଆଜିର ସଫଳତା ପାଇଁ ପ୍ରଧାନମନ୍ତ୍ରୀବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

FGSDF

Conclusion:
Last Updated : Mar 27, 2019, 7:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.