ETV Bharat / state

ନାବାଳକଙ୍କୁ ମରଣାନ୍ତକ ଆକ୍ରମଣ, କାରଣ ଅସ୍ପଷ୍ଟ

ଶୌଚ ଯିବା ସମୟରେ ନାବାଳକଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତା କାରଣରୁ ଆକ୍ରମଣ କରାଯାଇଥବା ସନ୍ଦେହ ।

author img

By

Published : Jun 2, 2019, 10:30 AM IST

ଫଟୋ ସୋଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ସୋର ଥାନା ଅଞ୍ଚଳର ନାବାଳକ ପରମାନନ୍ଦଙ୍କୁ ମରଣାନ୍ତକ ଆକ୍ରମଣ । ଶୌଚ ପାଇଁ ଯାଇଥିବାବେଳେ ହୋଇଛି ଆକ୍ରମଣ । ମାଣିତ୍ରୀ ଗ୍ରାମର ବଗଡାସାହିର ବାଇଧର ମଲ୍ଲିକଙ୍କ 15ବର୍ଷର ପୁଅ ପରମାନନ୍ଦ ସାଙ୍ଗମାନଙ୍କ ସହ ଶୌଚ ସାରି ଫେରୁଥିବା ବେଳେ ତାଙ୍କୁ ପଡୋଶୀ ଯୁବକ କଟୁରୀରେ ଆକ୍ରମଣ କରିଥିଲେ ।

ଭିଡିଓ ସୋଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ସାଙ୍ଗମାନଙ୍କ ସହାୟତାରେ ପରମାନନ୍ଦଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା । ଏନେଇ ପରମାନନ୍ଦଙ୍କ ବାପା ସୋର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଆକ୍ରମଣର କାରଣ ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ଏହା ପୂର୍ବଶତୃତାକୁ ନେଇ ହୋଇଥିବାର ସନ୍ଦେହ କରାଯାଉଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ନାବାଳକଙ୍କୁ ମରଣାନ୍ତକ ଆକ୍ରମଣ। ପୂର୍ବ ଶତ୍ରୁତା ସନ୍ଦେହ
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 2/06/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଜଣେ ନାବାଳକକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡିଛି। ଶୌଚ ପାଇଁ ଯାଇଥିବା ବେଳେ ନାବାଳକ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ସୋର ଥାନା ମାଣିତ୍ରୀ ଗ୍ରାମର ବଗଡ଼ାସାହିର ବାଇଧର ମଲ୍ଲିକଙ୍କ ପୁଅ ପରମାନନ୍ଦ(15) ସାଙ୍ଗମାନଙ୍କ ସହ ପାଖ ବିଲକୁ ଶୌଚ ପାଇଁ ଯାଇଥିଲେ। ଶୌଚ ସାରି ଫେରିବା ବେଳେ ପଡୋଶୀ ଯୁବକ କଟୁରିରେ ପରମାନନ୍ଦଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସାଙ୍ଗମାନଙ୍କ ସହାୟତାରେ ପରମାନନ୍ଦଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ପରମାନନ୍ଦଙ୍କ ବାପା ସୋର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ପୂର୍ବ ଶତ୍ରୁତାରୁ ଏମିତି ଆକ୍ରମଣ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.